-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||      ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   (05-May-2026)       ||      *ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||     

HOME   ଜିଲ୍ଲା

ଜୟବାହାଲ ମୀରା ବାଇ ଏସ ଏଚ ଜି ଦ୍ବାରା ବୃକ୍ଷ ରୋପଣ

05-Aug-2023



ନୂଆଁପଡ଼ା /ବୋଡ଼େନ : ଦିନକୁ ଦିନ ତାପମାତ୍ରା ର ବୃଦ୍ଧି ହେବା ଫଳରେ ଜୀବଜଗତର ଅନେକ କ୍ଷୟକ୍ଷତି ହେଉଛି l ଏହାକୁ ଅନୁଧ୍ୟାନ କରି ସୁନ୍ଦର ଓ ସୁରକ୍ଷିତ ପରିବେଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ୍ ଗ୍ରାମପଞ୍ଚାୟତ ଅଧିନସ୍ତ  ଜୟବାହାଲ୍ ଗ୍ରାମର ମୀରାବାଈ ସ୍ଵୟଂସହାୟକ ଗୋଷ୍ଠୀ ସମସ୍ତ ସଭ୍ୟା ମାନେ ଏକତ୍ରିତ ହୋଇ ବୃକ୍ଷ ରୋପଣ ନିମିତ୍ତ  ରାସ୍ତାର ଦୁଇ ପାର୍ଶ୍ଵ ରେ  ଓ ଗ୍ରାମର ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ପଚାଶଟି ବୃକ୍ଷ ରୋପଣ କରିଛନ୍ତି।ଖାଦ୍ୟ,ବସ୍ତ୍ର,ବାସଗୃହ ସହ ମଣିଷକୁ ସୁନ୍ଦର ଏବଂ ସ୍ୱଚ୍ଛ ନିର୍ମଳ ପରିବେଶ ଅତ୍ୟନ୍ତ ଜରୁରୀ । ଗୋଟିଏ ବିନ୍ଦୁ ରୁ ସମୁଦ୍ର ପାଣି ଭଳି ପ୍ରଥମେ କମ ଗଛ ଲଗାଈଥିଲେ ଦ୍ୱତୀୟ ବର୍ଷ ମଧ୍ୟ କମ ଲଗାଇ ଏହି ବର୍ଷ ପଚାଶ ଗୋଟି ଗଛ ଲଗାଇଛନ୍ତି । ଆସନ୍ତା ବର୍ଷ ରେ ଗ୍ରୁପ ର ପ୍ରତି ସଭ୍ୟା ଦଶଟି ଲେଖାଏଁ ହିସାବରେ ଶହେଟି ଗଛ ଲଗାଇବା ପାଇଁ ସ୍ଥିର କରିଛନ୍ତି ।  ପରିଶେଷରେ ସେହି ବୃକ୍ଷ ଗୁଡ଼ିକର ଯତ୍ନ ନେବା ସହ ଏକ ସୁରକ୍ଷିତ ପରିବେଶ ଗଢିତୋଳିବା ପାଇଁ ଶପଥ ପାଠ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମୀରାବାଈ ସ୍ଵଂୟ ସହାୟକ ଦଳ ର ସଭା ନେତ୍ରୀ ଶ୍ରୀମତୀ ରାଧିକା ସଲମା ଓ ସମ୍ପାଦିକା ଶ୍ରୀମତୀ ଗୋଲାପୀ ସଲମାଙ୍କ ଉଦ୍ୟମ ରେ ଜୟବାହାଲ ଗ୍ରାମ ର ଜୟମା ଖଲ୍ଲାରୀ ସ୍ୱୟଂ ସହାୟକ ଦଳ ର ସଭ୍ୟା, ଜୟମା ଦୁର୍ଗା ସ୍ୱୟଂ ସହାୟକ ଦଳ,ମା ବିଶ୍ୱ ପରଦେସେନ ସ୍ୱୟଂ ସହାୟକ ଦଳ ର ସଭ୍ୟା ମାନେ ତଥା ରୋକାଲ ଗ୍ରାମ ପଂଚାୟତର ପ୍ରାଣୀ ମିତ୍ର ଶ୍ରୀମତୀ ମିତାଞ୍ଜଳି ସଲମା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   05-May-2026
  ଜିଲ୍ଲା  
ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   05-May-2026
  ଜିଲ୍ଲା  
ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   05-May-2026
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026

You Might Also Like