-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ରାଜ୍ୟ ସାମ୍ବାଦିକ ସଙ୍ଘ ର ନିଷ୍ପତ୍ତି କ୍ରମେ ରାଜ୍ୟ ବ୍ୟାପି ସାମ୍ବାଦିକ ସଙ୍ଘ ର ଜରୁରୀକାଳୀନ ବୈଠକ ସହ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ

13-Dec-2020



ଟିଟିଲାଗଡ଼, (ପ୍ରେରଣା ଖବର) ରାଜ୍ୟ ସାମ୍ବାଦିକ ସଙ୍ଘ (ଓୟୁଜେ) ତରଫରୁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଙ୍ଘ ର  ଟିଟିଲାଗଡ଼ ର ୟସ ହୋଟେଲ ସଭାଗୃହ ରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୂଚନାଯୋଗ୍ୟ ଯେ, କୋଭିଡ-୧୯ ସମୟରେ ସାମ୍ବାଦିକ ଙ୍କ ସୁରକ୍ଷା ଓ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଏହି ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।

  ବୈଠକରେ ଅନେକ ପ୍ରସ୍ତାବ ମାନ ଆଗତ କରାଯିବା ସହ ସେ ସବୁ ସମସ୍ୟାର ସମାଧାନ ନେଇ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି।
ଜିଲ୍ଲା ସାମ୍ବାଦିକ ସଙ୍ଘ ର ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ବୈଠକ ରେ ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ଚୟନ ପ୍ରକ୍ରିୟା ରେ ଶ୍ରୀ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ରହି ସର୍ବସମ୍ମତି କ୍ରମେ ସାମ୍ବାଦିକ ଦୀପକ ସମ୍ମଦାର ମନୋନୀତ କରାଯାଇଅଛି । କୋଭିଡ କଟକଣା ଲାଗୁ ରହିଥିବା ଯୋଗୁଁ ପ୍ରତିବର୍ଷ ପରି ଚଳିତ ବର୍ଷ ସଭାପତି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ରାଜ୍ୟ ସ୍ତର ରେ ନ କରି ଆଗାମୀ  ଓ ୟୁ ଯେ ର ନିଷ୍ପତ୍ତି କ୍ରମେ ଦ୍ବି -ବାର୍ଷିକ ସାଧାରଣ ନିର୍ବାଚନ ନିୟମ କୁ ନେଇ ଏହି ଚୟନ ପ୍ରକ୍ରିୟା ଆୟୋଜିତ କରି ଶ୍ରୀ ସମ୍ମଦାର ଙ୍କୁ ଦାଇତ୍ୱ ଅର୍ପଣ କରାଯାଇ ଥିଲା । ଏହି ବୈଠକରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ  ସମସ୍ତ ସଦସ୍ୟ ଯୋଗ ଦେଇ ପୂର୍ବ ର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ଆଗାମି ଦୁଇ ବର୍ଷ ଯଥା ୨୦୨୧ ଏବଂ ୨୦୨୨ ମସିହା ନିମନ୍ତେ ପୁଣି ଥରେ ସଭାପତି ଦାୟିତ୍ୱ  ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଯାଇଛି । ସେହିପରି ସାମ୍ବାଦିକ ମାନଙ୍କ ଅନେକ ସମସ୍ୟା ଏବଂ ତାର ନିରାକରଣ ନେଇ ଆଲୋଚନା ରେ ବିଭିନ୍ନ ପ୍ରସ୍ତାବ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଜରୀଆରେ ସମାଧାନ କରାଯିବା ସ୍ଥିର କରାଯାଇଛି । ସଭାପତି ରୂପେ ଶ୍ରୀ ଦୀପକ ସମ୍ମlଦାର  ଉପସ୍ଥିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆଗକୁ ଅନେକ ପଦକ୍ଷେପ ଗ୍ରହଣ କରିବା ସହ, ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ମାନଙ୍କ ନିମନ୍ତେ ଥିବା ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ଓ ତାର ପୁନଃ କାର୍ଯ୍ୟକ୍ଷମ ସହ ନିଜସ୍ୱ ଏକ ଅଫିସ ଗୃହ  ନିର୍ମାଣ କରିବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବା ସ୍ଥିର କରାଯାଇଥିଲା । ସମସ୍ତ ସାମ୍ବାଦିକ ମାନଙ୍କୁ ଏକତ୍ରିତ ହୋଇ ନିଜ, ନିଜ ର ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ପ୍ରକାଶ କରିଥିଲେ । ଏହି ବୈଠକରେ ଓଡ଼ିଶା ରାଜ୍ୟର (ଓ ୟୁ ଜେ) ର ବରିଷ୍ଠ ସଦସ୍ୟ ସିବପ୍ରସାଦ ପରିଡା,ହରିଶ ରାଠେଟା, ଗୋପାଳ ଅଗ୍ରୱାଲ, ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ସଞ୍ଜୟ ନାୟକ, ଜ୍ୟୋତି ପ୍ରକାଶ ପୁରୋହିତ, ସନ୍ତୋଷ ନାୟକ,ମନୋଜ ଶତପଥି, ସୁଧୀର ସାହୁ, ପ୍ରକାଶ କୁମାର ଗୋୟଲ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, କୋଭିଡ ସମୟରେ ରାଜ୍ୟରେ ଉକ୍ତ ନିର୍ବାଚନ ପ୍ରକ୍ରିୟା କୁ ଦୁଇ ବର୍ଷ ପାଇଁ ବାତିଲ କରି ପୁରାତନ ସଦସ୍ୟ ମାନେ ବିଭିନ୍ନ ପଦ ,ପଦବୀ ରେ ଜିଲ୍ଲା ସ୍ତରୀୟ ନିର୍ବାଚନ କରି ଦାଇତ୍ଵ ଗ୍ରହଣ କରିବେ । ସରକାରୀ ବୀମା ବ୍ୟବସ୍ଥା ଯୋଗୁଁ ଅକାଳ ମୃତ୍ୟୁ ର ଶିକାର ହୋଇଥିବା ଟିଟିଲାଗଡ ର ସାମ୍ବାଦିକ ସୁନୀଲ ବେହେରା ଙ୍କ ପତ୍ନୀ ଙ୍କୁ ବୀମା ରାଶି ପ୍ରଦାନ କରାଯାଇ ଥିବା ପ୍ରକାଶ କରାଯାଇଥିଲା । କୋଭିଡ କଟକଣା କୁ ନେଇ ସତର୍କତା ଅବଲମ୍ବନ କରିବା ସହ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟା ର ସମାଧାନ କରିବା ବିଷୟ ରେ ନିଜ ମତ ଦେଇ ସଭାପତି ଶ୍ରୀ ସମଦ୍ଦାର ସଭା ସାଙ୍ଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like