-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ଫଟାବାହାଲ ଠାରେ ୩ ଦିନିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମ୍ୟାଚରେ ଆଜି ବୁରେlମୁଣ୍ଡା ଓ କୁଟୁମ୍ୱଡୁଲା ମଧ୍ୟରେ ଫାଇନାଲ ଖେଳ ହୋଇଥିଲା, ଏହି ମ୍ୟାଚରେ ବୁରେlମୁଣ୍ଡା ଦଳ ବିଜୟ ଘୋଷିତ ହେଲା l ଆଜିର ଏହି ମ୍ୟାଚରେ ମୁଖ୍ୟଅତିଥି ଭାବେ ଅମରଜିତ ପଟେଲ, ନୀତିଶ ଅଗ୍ରୱାଲ, ମଣ୍ଟୁ ସାହୁ, କସ୍ତୁବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l