-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ଥାନା ଅନ୍ତର୍ଗତ ଯାମୁଟ ଗ୍ରାମର ମାଲଭଟା ଗୋଚର ଡୁଙ୍ଗୁରି ଠାରେ ଏକ ଅଜଣା ଶବ ପଡିରହିଛି। ସୂଚନା ଅନୁସାରେ ଯାମୁଟ ଗ୍ରାମର କିଛି ଯୁବକ ପଡିଆ କୁ ଶୌଚ କରି ଯାଇଥିବା ବେଳେ ପଡିଆରେ ଏକ ବ୍ଯକ୍ତି ପଡି ରହିଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଗ୍ରାମର ଗ୍ରୁହରକ୍ଷୀ ଙ୍କୁ ଖବର ଦେଇଥିଲେ। ଗ୍ରାମରକ୍ଷୀ ମୁରିବାହାଲ ଥାନା ପୁଲିସ କୁ ଏ ବିଷୟ ରେ ଜଣାଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଅଜଣା ବ୍ଯକ୍ତି ର ଶବକୁ ଉଧାର କରି ଅଧିକ ତଦନ୍ତ କରୁଥିବା ଜଣାଯାଏ।