-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ବଲାଙ୍ଗିର(ପ୍ରେରଣା ଖବର ବ୍ୟୁରୋ ): ବଲାଙ୍ଗିର ସଦର୍ ଥାନା ଅନ୍ତର୍ଗତ ଢୁଲୁସର ଗାଁ ର ୩ ଜଣ ଯୁବକ ପାଖ ଚୁଡାପାଲି ଗାଁ ର ଏକ ମୋଟର ସାଇକେଲ ଗେରେଜରୁ ବିଭିନ୍ନ ବାଇକ୍ ସାମଗ୍ରୀ ଚୋରି କରୁଥିବା ବେଳେ ପୋଲିସ ହାତରେ ଧାରା ପଡ଼ିଛନ୍ତି l ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଥିବା ବେଳେ ଜଣେ ୨୦ ବର୍ଷର ଯୁବକ ସୁନୀଲ୍ ଭୋଇ ବୋଲି ଜଣାପଡିଛି l ବଲାଙ୍ଗିର ସଦର ପୋଲିସ ଏହି ୩ ଜଣ ଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛି