-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
ପୁରୀ, (ପ୍ରେରଣା ଖବର) - ଡିସେମ୍ବର 31 ରୁ ପୁରୀ ଶ୍ରୀ ମନ୍ଦିର ଖୋଲିପାରେ lସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡ଼ାଯିବା ନେଇ ହେବ ବ୍ୟବସ୍ଥା, କିଭଳି ଭକ୍ତମାନେ ଦର୍ଶନ କରିବେ ସେ ନେଇ ହେବ ଆଜି ଆଲୋଚନା, ଦୈନିକ ୪୦୦୦ ଭକ୍ତଙ୍କୁ ମିଳିପାରେ ଅନୁମତି, ଆଜି ବୈଠକରେ ଛତିଶାନିଯୋଗର ନିଆଯିବ ମତ, ବିଶ୍ବାସଯୋଗ୍ୟ ସୂତ୍ରରୁ ମିଳିଛି ସୂଚନା