-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
20-Jul-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଳପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ ) ପଂଚାୟତ କାର୍ଯ୍ୟାଳୟ ରେ ମିଶନ ଶକ୍ତି ତରଫରୁ ସ୍ୱୟଂ ସହାୟକ ଦଳ ଙ୍କ ଋଣ ନେବା ଓ ଋଣ ଫେରସ୍ତ କିପରି ହେବା ଦରକାର ଏହା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ଲକ ମିଶନ ଶକ୍ତି ସଂଯୋଜକ ଶ୍ରୀ ସଚିଦା ନନ୍ଦ ଷଡ଼ଙ୍ଗୀ ଙ୍କ ସଂଯୋଜନା କାର୍ଯ୍ୟକ୍ରମ କୁ ନଅଗାଁ (ଖ ) ର ସରପଞ୍ଚ ଶ୍ରୀ ବୃନ୍ଦାବନ ସେଠ, ପଲ୍ଲୀ ଆଲୋକ ପାଠାଗାର ର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ବି. ଏଲ. ଏଫ. ଦୀପାଞ୍ଜଳି ସାହୁ, ସବିତା ମେହେର ମଞ୍ଚାସିନ ରହି ଏହି ବ୍ୟବସ୍ତା କୁ ଠିକ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ l ପରିଶେଷରେ ପ୍ରଶାନ୍ତ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ l