-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||     

HOME   ଜିଲ୍ଲା

ନାବାଳକ ହତ୍ୟାକାଣ୍ଡକୁ ଚପାଇବା ପଛରେ କିଏ ? ନେତା, ପୁଲିସ୍, ଔଷଧଦୋକାନୀ , ଝିଅର ବାପ -କଳାବେପାରୀ  !

18-Jul-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ଏବେ କଣ୍ଟାବାଞ୍ଜିର ବହୁଚର୍ଚ୍ଚିତ ନାବାଳକ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା ଅଭିଯୋଗ ମାମଲାକୁ ଜିଆରପି ଉଦ୍ଧାର କରି କାହାକୁ ନ ଜଣାଇ ଅଜଣା ଶବ ବୋଲି ସେହିଦିନ ତରବରିଆ ଭାବେ ବିନା ବ୍ୟବଚ୍ଛେଦରେ ପୋତିଦେବା, ଥାନାରେ ନିଖୋଜ ଏତଲା ସତ୍ତ୍ୱେ ପୁଲିସ୍ ଘଟଣାକୁ ଖାମଖିଆଲି ଭାବେ ନେଇ କଣ୍ଟାବାଞ୍ଜି ପରି ଏକ ଛୋଟସହରର ଲୋକଙ୍କ ଚର୍ଚ୍ଚା ପ୍ରତି କାନ ନଦେଇ ବା ସବୁଦିଗକୁ ଆଖିବୁଜି ଦେଇ ଅଥବା ଜାଣିଶୁଣି କୌଣସି କାରଣରୁ ବା କାହାଚାପରେ ଉପଯୁକ୍ତ ତଦନ୍ତ ନକରିବା , ଏବେ ପରିବାର ପକ୍ଷରୁ ଗଣମାଧ୍ୟମରେ ହତ୍ୟାଅଭିଯୋଗ ଏବଂ ଆପ୍ ର ସାମ୍ବାଦିକ ସମ୍ମିଳନୀରେ ଦାବି ସତ୍ତ୍ୱେ ଏହାପଛର କାରଣକୁ ଏତଲା ଦେଲାବେଳେ ଲୁଚାଇଥିବା ପରିବାରର ଲୋକଙ୍କ ସମେତ କଥା ଉଠୁଥିବା ସହପାଠିନୀ ଛାତ୍ରୀ , ମୃତଛାତ୍ର ଓ ତା' ବାପାଙ୍କୁ ଡକାଇନେଇ ମାଡମାରି, ମୋବାଇଲ୍ ଲୁଟିରଖି , ୩ ଲକ୍ଷ ଟଙ୍କା ଦେବାକୁ ଚୁକ୍ତିନାମା ଲେଖାଇ ନେବା ଇତ୍ୟାଦି ଘଟଣାର କାରଣ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସହ କୁହାଯାଉଥିବା ହୋଟେଲର ମାଲିକ ଓ କର୍ମଚାରୀଙ୍କ ସମେତ ଶବ ବ୍ୟବଚ୍ଛେଦକାରୀ ଡାକ୍ତର ଓ  ଜିଆରପି ଅଧିକାରୀ ପ୍ରମୁଖଙ୍କୁ ଥାନାକୁ ଆଣି ତଦନ୍ତର ପରିସରଭୁକ୍ତ ନ କରିବା, ଓଲଟି ଭିନ୍ନ ଭିନ୍ନ ସଫେଇଦେବା ଇତ୍ୟାଦି ଏହି ମାମଲାଟିକୁ ଆହୁରି ଜଟିଳ ଓ ରହସ୍ୟମୟ କରିପକାଇଛି । 

ଶବଉଦ୍ଧାର ସମୟରେ ଏପରିକି ସ୍ଥାନୀୟ ସାମ୍ବାଦିକଙ୍କ ମଧ୍ୟରେ 'ନେତାମାନେ ମାରିଦେଲେ' ବୋଲି ଯେଉଁ ଚାପାଗୁଞ୍ଜନ ଶୁଣିବାକୁ ମିଳିଥିଲା, ସେ ନେତା କିଏ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

 ଆହୁରି ମଧ୍ୟ, ଇନଷ୍ଟାଗ୍ରାମ୍ ଫଲୋଅର୍ ବଢାଇବାକୁ ୧୧ ଲକ୍ଷ ଟଙ୍କା ମୃତ ନାବାଳକଟିକୁ ଦେଇଥିବା ଝିଅର ମେଡିସିନ୍ ଷ୍ଟୋର୍ ଦେଇଥିବା କାକା ଖବର ପ୍ରକାଶ ନ କରିବାକୁ ସାମ୍ବାଦିକଙ୍କୁ ଟଙ୍କା ବାଣ୍ଟିଥିବା ଶୁଣାକଥାର ସତ୍ୟତା କେତେ  ? ହୁଏତ ଏଇ କାରଣରୁ ଆରମ୍ଭରୁ ଅଦ୍ୟାବଧି କେତେକ ସ୍ଥାନୀୟ ସାମ୍ବାଦିକ ପୁଲିସ୍ ସପକ୍ଷରେ ପ୍ରାୟ ପକ୍ଷପାତ ଖବର ପ୍ରକାଶ କରି ସ୍ବର ବଦଳାଉଥିବା ଲକ୍ଷ୍ୟ କରାଯାଇ ଆସୁଛି  ?  ସେ ଜଣେ ମେଡିକାଲ ସମ୍ପର୍କିତ ବ୍ୟକ୍ତି ବା ବେପାରୀ ହୋଇଥିବାରୁ ପୋଷ୍ଟମର୍ଟମ୍ ରେ ହେରଫେର ନିମନ୍ତେ ହସ୍ତକ୍ଷେପ କରିଥିବା ମଧ୍ୟ ସମ୍ଭବ ।

ଏଣୁ ଏହି ସରକାର ଅମଳରେ ରାଜ୍ୟରେ ଘଟିଥିବା କେତେକ ବହୁଚର୍ଚ୍ଚିତ ଅପରାଧମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତରେ ନାନାଦି ହଟଚମଟ ଯୋଗୁଁ ଏଇ ବିଭାଗଟି ଉପରେ ଆଉ ଲୋକଙ୍କର ଆସ୍ଥା ନଥିବାରୁ ଏଇ ସନ୍ଦିଗ୍ଧମାମଲାଟିର ଅନ୍ୟକୌଣସି ବିଚାରବିଭାଗୀୟ ତଦନ୍ତ ବା ସିବିଆଇ ତଦନ୍ତ ନିମନ୍ତେ ଅଦାଲତରେ ଆବେଦନର ଆବଶ୍ୟକତା ରହିଥିବା ଲୋକେ ଆଲୋଚନା କରୁଥିବା ପ୍ରକାଶ । ସେହିପରି ଏ ସମ୍ପର୍କରେ ସ୍ଥାନୀୟ ଜିଆରପି ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026

You Might Also Like