-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ଅପରାଧ

ବଲାଙ୍ଗୀରରେ କ୍ରାଇମ୍ ଓ କରପ୍ ସନ୍ ବଢୁଛି ! ପଲିଟିକାଲ୍ କନେକ୍ସନ୍ ?

15-Jul-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସଦ୍ୟଘଟିତ ଏକ ହତ୍ୟାକାଣ୍ଡର କାରଣ ପାଇଁ  ଗଣମାଧ୍ୟମରେ ଏକ ଚିନ୍ତାଜନକ ପ୍ରଶ୍ନ ଉଠିଛି: ବଲାଙ୍ଗୀରରେ ଅପରାଧ ବଢୁଛି କାହିଁକି  ?  ସେଇ ସମାନ ପ୍ରଶ୍ନ ବି ଉଠାଯାଇଆସୁଛି : ଏତେ ବେଶି ଦୁର୍ନୀତି ବଲାଙ୍ଗୀରରେ ହୁଏ  କାହିଁକି ? ସରକାରୀ ଉଦାସୀନତା ପାଇଁ ତଦନ୍ତ ଦିଗହରା  ନା  ରାଜନୈତିକ ସମ୍ପୃକ୍ତି  ବା  ପଲିଟିକାଲ୍ କନେକ୍ସନ୍  ?  

ସରକାରୀ ଉଦାସୀନତାର ଅର୍ଥ  ଉଚ୍ଚ ଅଧିକାରୀଙ୍କ ଘଣ୍ଟଘୋଡା ନୀତି  ।  ଏଥିପାଇଁ ତଦନ୍ତକୁ ବାଟବଣା କରିଦିଆଯାଉଥିବା ଅଭିଯୋଗ ହେଉଛି ।  ସେହିପରି  ପଲିଟିକାଲ୍ କନେକ୍ ସନ୍ ର ଅର୍ଥ ରାଜନେତା ବନାମ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ହସ୍ତକ୍ଷେପ  ?

ଏହାର ସିଧାସଳଖ ବା ପ୍ରତ୍ୟେକ୍ଷ ପ୍ରମାଣ ନଥିଲେ ହେଁ , ଜିଲ୍ଲାବାସୀ ଏହା ଅନୁଭବ କରିଆସୁଛନ୍ତି ।

କିଛିଦିନ ତଳର ରାଜ୍ୟବ୍ୟାପି ଆଲୋଡନ ସୃଷ୍ଟି କରିଥିବା ଗ୍ରାମର ଯୁବତୀ ମମିତା ମେହେର ନୃଶଂସ ହତ୍ୟାକାଣ୍ଡ ସହିତ ଜେଲ୍ ଭିତରେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର  ବିବଦମାନ ଆତ୍ମହତ୍ୟା ବା ହତ୍ୟା ଅଭିଯୋଗ ଓ ବହୁଚର୍ଚ୍ଚିତ  ପାଟଣାଗଡ ବ୍ଲକ୍ ଜେଇ ହତ୍ୟା ଅଭିଯୋଗ ଅଥବା ନକଲି ସାର୍ଟିଫିକେଟ୍ ମାମଲାଠାରୁ  କଣ୍ଟାବାଞ୍ଜି ଏସଡିପିଓଙ୍କ ଦାଦନସେଠଙ୍କ ଠାରୁ ଏକକୋଟି ପାଖାପାଖି ଟଙ୍କା ଜବତ କରି ଅଧା ହଡପ ଅଭିଯୋଗରେ ନିଲମ୍ବନ ଓ  ପାଟଣାଗଡ ପୁଲିସ୍ ର ଚାରିମାସ ପରେ ସାଢେ ଛଅଲକ୍ଷରୁ ଅଢେଇଲକ୍ଷ ଟଙ୍କା ଗାଏବ୍ ସନ୍ଦେହ ସହିତ ଏବର  ସାଂସଦଙ୍କ ନୋମିନୀ ରେଳବାଇ ଚାକିରୀ ଦେବାକୁ ଲକ୍ଷେଟଙ୍କା ଠକିନେଇ ଫେରାଇଦେବାର ବେଲପଡାଥାନାର  ସମାଧାନ ଘଟଣା ଇତ୍ୟାଦି ଘଟଣା ।

କେଉଁଠି ଖୋଦ୍ ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ତ, କେଉଁଠି ଶାସକଦଳର ପୂର୍ବ ବିବାଦୀୟ ବିଧାୟକଙ୍କ ଲୋକଙ୍କ ସମ୍ପୃକ୍ତିର ଚର୍ଚ୍ଚା, କେଉଁଠି ସିଧାସଳଖ ରାଜ୍ୟସଭା ସାଂସଦଙ୍କ ଗାଡିଚପାଇ ମଣିଷମରା ଦୁର୍ଘଟଣାବେଳେ ଉପସ୍ଥିତି ଅଭିଯୋଗ ତ ଆଉ କେଉଁଠି ଲୋକସଭା ସାଂସଦଙ୍କ ନୋମିନୀଙ୍କ ବିରୁଦ୍ଧରେ ଠକେଇ ଏତଲା  !

ଅପରତଃ, ସଂରକ୍ଷିତ ଜଙ୍ଗଲରେ ଚୋରା ରତ୍ନପଥର ଖୋଳାରେ ଆଦିବାସୀ ଶ୍ରମିକଙ୍କ ମର୍ମନ୍ତୁଦ ମୃତ୍ୟୁ, କୋଟି କୋଟି ଟଙ୍କାର ଚୋରି ଖଣିଜସମ୍ପତ୍ତିର ଲୁଟ୍, ଜେସିବିରେ ମାଟିଖୋଳି ମିଥ୍ୟାଶ୍ରମକଙ୍କ ନାଁ'ରେ କୋଟିକୋଟି ଟଙ୍କାର ଖୋଲାଖୋଲି ଦୁର୍ନୀତି, ଦାଦନଶ୍ରମିକ ଚାଲାଣ, ମନରେଗା  ସରକାରୀ ଚାଉଳ ହେରଫେର , ଜିଲ୍ଲା ମୁଖ୍ଯ ଯୋଗାଣ ଅଧିକାରୀଙ୍କ ବିରୋଧରେ କ୍ରମାଗତ ଆପତ୍ତିଜନକ ଅଭିଯୋଗ ସତ୍ତ୍ୱେ ଖୋଦ୍ ଜିଲ୍ଲାପାଳଙ୍କ ତାଙ୍କୁ ଅଦ୍ୟାବଧି ଘଣ୍ଟଘୋଡା ନୀତି, ନରହତ୍ୟା ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟ ଚପାଇବା, ବନବିଭାଗର କାମ୍ପା ଇତ୍ୟାଦି ଯୋଜନାରେ ଅନିୟମିତତା , କୋଭିଡ୍ କାଳର ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟଖର୍ଚ୍ଚବାର୍ଚ୍ଚରେ ବିପୁଳ ଆତ୍ମସାତ୍ ଇତ୍ୟାଦି ଉଲ୍ଲେଖନୀୟ ।

ଏତଦ୍ ବ୍ୟତୀତ ଆହୁରି ଅନେକ ଛୋଟବଡ ଅପରାଧ ଓ  ଦୁର୍ନୀତିର କଳଙ୍କ ବଲାଙ୍ଗୀରଜିଲ୍ଲାର ପୃଷ୍ଠାରେ ଲମ୍ବିଆସୁଛି ।

ଏଣୁ ଜିଲ୍ଲାରେ ତଥାକଥିତ ଉନ୍ନୟନ ବନାମ ବିକାଶ ନାଁ'ରେ ବ୍ୟାପକ ଲୁଣ୍ଠନ ପଛରେ ଯେ ଆଦୌ ରାଜନେତା ବା ଲୋକପ୍ରତିନିଧିମାନେ ଜଡିତ ନାହାଁନ୍ତି , ଏହାକୁ ଅସ୍ବୀକାର କରିବା ସତ୍ୟର ଅପଳାପ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like