-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ କେହି କରୋନା ସଂକ୍ରମିତ ହୋଇନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୨୩୫ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୩୩ ଜଣ ସୁସ୍ଥ ହୋଇଛନ୍ତି ଓ ୧୬୫ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧) ଆଗଲପୁର ବ୍ଳକ ନଅଁଗାଁ - କ ରୁ ୧ ଜଣ ।
(୨) ଖପ୍ରାଖୋଲ ବ୍ଲକ ଘୁନଶର ରୁ ୧ ଜଣ ।
(୩) ପାଟନାଗର ଏନଏସି ୱାର୍ଡ ନଂ ୧୨ ରୁ ୨ ଜଣ ।
(୪) ପାଟଣାଗଡ଼ ପଣ୍ଡାମୁଣ୍ଡା ରୁ ୨ ଜଣ ।
(୫) ତୁସୁରା ଏନ୍ ଏ ସି ଓ୍ବାର୍ଡ ନଂ ୭ ରୁ ୮ ଜଣ।
(୬) ଗୁଡଭେଲା ବ୍ଲକ ବରମୁଣ୍ଡା ରୁ ୧ ଜଣ।
(୭) ତୁରେକେଲା ବ୍ଲକ ବୁରୋମାଲ ରୁ ୧ ଜଣ।