-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2023
ବରଗଡ଼: ପବିତ୍ର ରଥଯାତ୍ରା ଉପଲକ୍ଷେ ମଙ୍ଗଲ୍ବାର୍ ସଂନ୍ଧ୍ୟାରେ ବନ୍ଧପାଲି ମାଉସି ମନ୍ଦିର ପ୍ରାଙ୍ଗଣରେ ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ କୁଟୁମ୍ ତରଫରୁ କ୍ଷିରି ଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଝାଏଁରେ ବନ୍ଧପାଲି କଲାପଟା କୁଟୁମ୍ ର ସଭାପତି ଭରତ ମେହେରଙ୍କ ତତ୍ୱାବଧାନରେ ସମ୍ପାଦକ ଭରତ ନାଏକ, କୋଷାଧ୍ୟକ୍ଷ ଉମାକାନ୍ତ ସାହୁ, ରୋହିତ ସାହୁ, ମୋତିରାମ ମେହେର, ଭାଗିରଥି ବିଭାର, ବୈଦ୍ୟନାଥ ସାହୁ, ସୁଶାନ୍ତ ମେହେର, ଓମ ପ୍ରକାଶ ମେହେର, ବିକାଶ ମେହେର, ଅଶ୍ଵିନୀ ସେଠ,ମୁକେଶ ଦାଶ,ପ୍ରଦୀପ ରାଉତ, ଲଲିତ ମେହେର,ହରି ମେହେର, ଅନନ୍ତ ମହାପାତ୍ର, ଦେବାଶିଷ ମହାପାତ୍ର,ବାଲକୃଷ୍ଣ ମେହେର,କ୍ଷିରସିନ୍ଧୁ ସେଠ ,ଅଭିନାଶ ପୁରି, ନରେନ୍ଦ୍ର ସାହୁ ସମସ୍ତ କୁଟୁମର ସଦସ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।