-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Jun-2023
ପାଟଣାଗଡ(ପ୍ରେରଣା ଖବର ): -ଖପ୍ରାଖୋଲ ରାସ୍ତା ମଝିରେ ଠକପଡ଼ା ଛକ ନିକଟରେ ପାଟଣାଗଡ ଭାଟିଶାଳ ପଡ଼ାର ଯୁବକ ଅମିତ ବାରିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ,ଘଟଣାର ଖବର ପାଇଲାପରେ ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ବାଙ୍କିବାହାଲ ଶାଖାର ସଦସ୍ୟ ସୁଦୀପ୍ତ ରଞ୍ଜନ ସୁଆର, ଚିତ୍ତରଞ୍ଜନ ସାହୁ,ଆଶୁତୋଷ ଯୋଶୀ, ଉପେନ୍ଦ୍ର ନାଗ, ଚାଣକ୍ୟ ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି |