-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଷ୍ଟାଫ ନର୍ସଙ୍କ ସ୍ଥାୟୀ ନିଯୁକ୍ତି କୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ କୁ ବିଜେପି ର ସମର୍ଥନ

10-Dec-2020



ସମ୍ବଲପୁର, (ଦେବାଶିଷ ବେହେରା) ଓଡିଶା ସରକାର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଖାଲି ପଡିଥିବା ବିଭିନ୍ନ ପ୍ରକାରର ପଦ ପଦବୀ ପୂରଣ ପାଇଁ ଆରମ୍ଭ କରିଛନ୍ତି ନିଯୁକ୍ତି ପ୍ରକ୍ରିୟା । କିନ୍ତୁ, ନିଯୁକ୍ତି ପ୍ରକ୍ରିୟା ର ଆରମ୍ଭରୁ ହିଁ ଶୁଭିଲାଣି ସରକାର ଙ୍କ ନୀତି କୁ ବିରୋଧ କରୁଥିବାର ସ୍ୱର । ଚଳିତ କୋଭିଡ-୧୯ ପରିସ୍ଥିତି ରେ କର୍ମଚାରୀ ଅଭାବ କୁ ଦୃଷ୍ଟି ରେ ରଖି ଗତ ମାର୍ଚ୍ଚ ମାସରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ରେ ଚୁକ୍ତିଭିତ୍ତିକ ବ୍ୟବସ୍ଥା ରେ ନିଯୁକ୍ତି ପାଇଥିଲେ ୨୫୦୦ ରୁ ଉର୍ଦ୍ଧ୍ଵ ଷ୍ଟାଫ ନର୍ସ । କୋଭିଡ ମହାମାରୀ ସମୟରେ ଗତ ୯ ମାସ ଧରି ନିଜ ଜୀବନ କୁ ବାଜି ଲଗେଇ ବିଭନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିକିତ୍ସାଳୟରେ ସେବାକାର୍ଯ୍ୟ କରି ଆସୁଛନ୍ତି ଏହି ଷ୍ଟାଫ ନର୍ସ ମାନେ । କିନ୍ତୁ ବର୍ତ୍ତମାନ ରାଜ୍ୟ ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦ ପଦବୀ ପୂରଣ ପାଇଁ ଜାରି କରାଯାଇଥିବା ବିଜ୍ଞାପନ ରେ ୬୪୩୨ ଷ୍ଟାଫ ନର୍ସ ପଦବୀ ପୂରଣ ର ଆବେଦନ ପତ୍ର ମଗାଯାଇଥିବା ବେଳେ, ଏହି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ ମାନଙ୍କ ପାଇଁ କୌଣସି ବିଷୟ ଉଲ୍ଲେଖ ନାହିଁ । ଏହାକୁ ନେଇ ରାଜ୍ୟ ରେ କାର୍ଯ୍ୟରତ ୨୫୦୦ ରୁ ଉର୍ଦ୍ଧ୍ଵ ଷ୍ଟାଫ ନର୍ସ ବର୍ତ୍ତମାନ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।
         ଏହି ମର୍ମରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଆନ୍ଦୋଳନ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ସମ୍ମୁଖରେ ଆରମ୍ଭ ହୋଇଛି ଏହି ଆନ୍ଦୋଳନ । ଆନ୍ଦୋଳନରତ ଷ୍ଟାଫ ନର୍ସ ଙ୍କର ଦାବୀ ହେଲା ଯେ....
ସମ୍ବଲପୁର ଜିଲ୍ଲା ପାଇଁ ୧୪୨ ଟି ଷ୍ଟାଫ ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ରେ ଉଲ୍ଲେଖ ରହିଛି । କୋଭିଡ-୧୯ ର ମୁକାବିଲା ପାଇଁ ଜିଲ୍ଲା ରେ ଦୁଇ ଟି ପର୍ଯ୍ୟାୟ ରେ ପ୍ରଥମେ ୨୯ ଓ ପରେ ୨୭ ଜଣଙ୍କୁ ମିଶାଇ ମୋଟ ୫୬ ଜଣ ଷ୍ଟାଫ ନର୍ସ ଙ୍କୁ ଚୁକ୍ତିଭିତ୍ତିକ ବ୍ୟବସ୍ଥା ରେ ନିଯୁକ୍ତି ଦିଆଯାଇଛି । ଆମର ଶିକ୍ଷାଗତ ଯୋଗ୍ୟତା ରହିଥିବା ବେଳେ କୋଭିଡ ଭଳି ବିପରୀତ ପରିସ୍ଥିତିରେ ସେବା କାର୍ଯ୍ୟ ସମ୍ପାଦନ କରିବାର ଅଭିଜ୍ଞତା ମଧ୍ୟ ରହିଛି । ଏଣୁ ଏହି ନିଯୁକ୍ତି ପ୍ରକ୍ରିୟାରେ ସମ୍ବଲପୁର ଜିଲ୍ଲା ସଙ୍ଗେ ସଙ୍ଗେ ରାଜ୍ୟ ର ସମସ୍ତ ଜିଲ୍ଲା ରେ କାର୍ଯ୍ୟରତ ଏଭଳି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ ଙ୍କୁ ଅଗ୍ରାଧିକାର ଦିଆଯାଉ ।
         ତିନି ଦିନ ଧରି ଚାଲିବାକୁ ଥିବା ଏହି ଆନ୍ଦୋଳନର ପ୍ରଥମ ଦିନରେ ଏହି ଆନ୍ଦୋଳନ କୁ ସମର୍ଥନ ଜଣେଇଛି ସମ୍ବଲପୁର ବିଜେପି । ବିଜେପି ଜିଲ୍ଲା ସଭାପତି *ଶ୍ରୀଯୁକ୍ତ ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ଦାବୀ କୁ ସମର୍ଥନ ଜଣେଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କର ଏଭଳି ଭୁଲ ଓ ଅମାନୁଷିକ ନୀତି କୁ ନିନ୍ଦା କରିଛନ୍ତି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟେଲ । ଯେ କୌଣସି ସମୟରେ ଓ ଯେକୌଣସି ପରିସ୍ଥିତିରେ ଜିଲ୍ଲା ବିଜେପି ଏହି ନ୍ୟାର୍ଯ୍ୟ ଦାବୀ ପାଇଁ ଚାଲିଥିବା ଆନ୍ଦୋଳନ ସହିତ ରହିଛି ଓ ରହିଥିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।*
         ଆଜିର ଆନ୍ଦୋଳନରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝି, ନିଲାମ୍ବର ସିକନ୍ଦର, ରୂପେଶ କୁଅଁର, ସୌମିତ୍ର ଜତି, ସୁଧୀର ପରିଡା, କମଲଜିତ ସିଂ, ରାମ ଚନ୍ଦ୍ର ଭୋଇ, ଅନିଲ ଶାହା, ତପନ ମାଝି, ସନ୍ଦୀପ ଖଣ୍ଡେଲବାଲ, ଆଲୋକ ନାଏକ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like