-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||     

HOME   ଜିଲ୍ଲା

ବିଧାୟିକାଙ୍କ ଜନ୍ମ ଦିନରେ ରକ୍ତ uଦାନ କରି ପାଳିଲେ ଜନ୍ମ ଦିନ

09-Dec-2020



ବରଗଡ, (ମୁକୁନ୍ଦ ଦାସ)- ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହା ଙ୍ଗିନୀ ଛୁରୀଆ ରକ୍ତଦାନ କରି ପାଳନ କଲେ ଜନ୍ମଦିନ lଆଜି ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହା ଙ୍ଗିନୀ ଛୁରିଅl କାର୍ଯ୍ୟକ୍ରମରେ ଯୋଗଦାନ କରି ଉଦ୍ଘାଟନ କରିଥିଲେ ଏଥିରେ ମୋ ପରିବାର ର ବରଗଡ ମୂଖ୍ୟ ଗୌରହରି ମିଶ୍ର, ଅତାବିରା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ସମିତି ସଭ୍ଯ, ସରପଞ୍ଚ ଓ ମହିଳା ଗୋଷ୍ଠୀ ଯୋଗଦାନ କରି ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ବିଜୁ ଜନତା ଦଳ ଅତାବିରା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ମାନେ ଯୋଗ ଦେଇ ଥିଲେ। ପ୍ରକାଶ ଥାଉକି ଏହି ପରିପେକ୍ଷୀରେ ଅସହାୟ ଲୋକଙ୍କୁ ଭେଡେନ ବ୍ଲକ ରେ ଶୀତ ବସ୍ତ୍ର ସହ ସହରା ଟିକ୍ରା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି ବିଧାୟିକା। କୋଭିଡ ସମୟରେ ରକ୍ତ ର ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରଚେଷ୍ଟା ଜାରି ରହିଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା ର ସୁଅ ଛୁଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026

You Might Also Like