-+91-9937148622 |

prerana_bgr@rediffmail.com |

  Wednesday 1st July 2026 |

| | | |

R.N.I. Regd No. ODIODI/2010/46693

Breaking News

ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||      ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   (01-Jul-2026)       ||      ଆଇନ ସଚେତନତା ଶିବିର    (01-Jul-2026)       ||      ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   (01-Jul-2026)       ||      କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   (01-Jul-2026)       ||      ୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    (01-Jul-2026)       ||      ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   (01-Jul-2026)       ||      *ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   (01-Jul-2026)       ||      ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   (01-Jul-2026)       ||      *ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   (01-Jul-2026)       ||      ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (01-Jul-2026)       ||      କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ    (30-Jun-2026)       ||      ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   (30-Jun-2026)       ||     

HOME   ଜିଲ୍ଲା

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ କୁଷ୍ଟାଶ୍ରମରେ ସ୍ୱାସ୍ଥ୍ୟ ସଚେତନତା  

05-May-2023



ସୋନପୁର(ନୋରଂଜନ ତ୍ରିପାଠୀ)ସୋନପୁର ସହର ସ୍ଥିତ କୁଷ୍ଟାଶ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସ୍ୱାସ୍ଥ୍ୟ ସମ୍ପର୍କୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମକୁ  ପ୍ରତାପପୁର ବିଦ୍ୟାଳୟର ଶିକ୍ଷକ ତଥା ସୋସାଇଟିର ସଭ୍ୟ ଗୋପେଶ ପଣ୍ଡା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମାୟାବର୍ହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ ।

ବାହ୍ୟ ପରିବେଶ ସଫାସୁତୁରା ତଥା ବ୍ୟକ୍ତିଗତ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ସମ୍ମାନୀତ ଅତିଥି ଶ୍ରୀ ମଲ୍ଲିକ ମତ ରଖିଥିଲେ । ଅନ୍ୟତମ ଅତିଥି ରବିଚନ୍ଦ୍ର ପଶାୟତ ହାତ ଧୋଇବାର ୬ଟି ପ୍ରଣାଳୀକୁ ପ୍ରଦର୍ଶନ ମାଧ୍ୟମରେ ଅନ୍ତେବାସୀଙ୍କୁ ଅବଗତ କରିବା ସହିତ ଏହାକୁ ପ୍ରତିଦିନ ଜାରି ରଖିବା ପାଇଁ ସୁଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତେବାସୀଙ୍କ ଆବେଗିକ ବିକାଶ ପାଇଁ ସଙ୍ଗୀତଗାନ କାର୍ଯ୍ୟକ୍ରମ ହୋଇଥିଲା ।

ପରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପାଉଁରୁଟି, ବିସ୍କୁଟ, ଫଳ, କଦଳୀ, ସେଓ, ଅଙ୍ଗୁର, ମାସ୍କ, ହାତ ଧୁଆ ସାବୁନ ଆଚି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ରାମ ନାରାୟଣ  ଦାଶ, ପ୍ରଭାକର ଛନ୍ଦ, ରଞ୍ଜିତା ମିଶ୍ର, ପ୍ରଭାକର ଛନ୍ଦ, ଅନୁଭବ ବେହେରା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସୋସାଇଟିର ସଭ୍ୟ ଚନ୍ଦ୍ର ଶେଖର ମହାପାତ୍ର ପରିଚାଳନା କରିଥିବା ବେଳେ ଗୁଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ   01-Jul-2026
  ଜିଲ୍ଲା  
୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   01-Jul-2026
  ଜିଲ୍ଲା  
*ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   01-Jul-2026
  ଜିଲ୍ଲା  
ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   01-Jul-2026
  ଜିଲ୍ଲା  
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା   01-Jul-2026
  ଜିଲ୍ଲା  
ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   01-Jul-2026
  ଜିଲ୍ଲା  
ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା   01-Jul-2026
  ରାଜ୍ୟ  
ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ   01-Jul-2026
  ଜିଲ୍ଲା  
ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   01-Jul-2026
  ଜିଲ୍ଲା  
ଆଇନ ସଚେତନତା ଶିବିର   01-Jul-2026
  ଜିଲ୍ଲା  
ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   01-Jul-2026
  ଜିଲ୍ଲା  
କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   01-Jul-2026

You Might Also Like