-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
05-May-2023
ବଲାଙ୍ଗିର //ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚାଉଲ ମାଲ୍ ଗାଁ ର ପିଣ୍ଟୁ ପଟେଲ ଗତକାଲି ବୌଦ୍ଧ କୁ ଏକ ବାହା ଘର ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ l ସେଠାରେ ବାହା ଭୋଜି ଖାଇ ରାତିରେ ଏକ ବାଇକ୍ ରେ ନିଜ ଗାଁ ଚାଉଲମାଲ୍ କୁ ଫେରୁଥିବା ବେଳେ ବୌଦ୍ଧ ଜିଲ୍ଲା ଦହ୍ୟା ନିକଟରେ ରାସ୍ତାରେ ଶୋଇଥିବା ଏକ ଗାଈ ସହ ଧକ୍କା ହୋଇଥିଲା l ଦୁର୍ଘଟଣା ରେ ପିଣ୍ଟୁ ଙ୍କ ମୁଣ୍ଡ ଓ ମୁହଁ ରେ ଆଘାତ ଲାଗିବl ସହ ହାତ ଭାଙ୍ଗି ଯାଇଛି l ଗୁରୁତର ଅବସ୍ଥାରେ ପିଣ୍ଟୁ ୧୦୮ ଆମ୍ବୁଲାନ୍ସ ରେ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲର ଅସ୍ଥିଶଲ୍ୟ ବିଭାଗରେ ୱାର୍ଡ ରେ ଭର୍ତି କରାଯାଇଛି