-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ବଡ଼ଘୁମେର ଗ୍ରାମରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ଜ୍ଞାନଯଂଜ୍ଞ ଉଦଯାପିତ ।

06-Apr-2023



ଧର୍ମଗଡ଼, (ଜ୍ୟୋତିରଞ୍ଜନ ବେମାଲ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମରେ ଷଷ୍ଠ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ଜ୍ଞାନଯଂଜ୍ଞ ଉଦଯାପିତ ହୋଇଯାଇଛି, ତାରିଖ ୨୩/୦୩/୨୦୨୩/ରୁ ୦୧/୦୪/୨୦୨୩ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ଚାଲିଥିବା ଜ୍ଞାନ ଯଂଜ୍ଞ ରେ କର୍ତ୍ତା ଭାବେ ଶ୍ରୀ ନିରାକାର ଗୋପାଳ ଓ ଶ୍ରୀମତୀ ଗଂଗାଦେଇ ଗୋପାଳ, ପୂଜକ ଓ ବ୍ୟାସ ଭାବେ ଶ୍ରୀ ବୈଲୋଚନ ପଣ୍ଡା, ପ୍ରବାଚିକା ମାନସ କୁମୁଦିନୀ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରିକ (ପୁରୀ ଶ୍ରୀକ୍ଷେତ୍ର ଧାମ )ଶ୍ରୀମତୀ ସରୋଜିନୀ ଦେବୀ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ, କମିଟି ର ସଭାପତି ଲଷ୍ମୀକାନ୍ତ ଗୋପାଳ, ଉପସଭାପତି ଦେବରାଜ ଗୋପାଳ, ସମ୍ପାଦକ ମହନ ଲାଲ ଗୋପାଳ, ସହସମ୍ପାଦକ ଭିକାରି ଗୋପାଳ, କୋଷାଧକ୍ଷ ତୁଳସୀ ରାମ ଯୁଆଡ, ଉପଦେଷ୍ଟା ମଧୁସୂଦନ ଗୋପାଳ,ହୃଦାନନ୍ଦ ଗୋପାଳ, ଅର୍ଜୁନ ଗୋପାଳ, ଦୁର୍ଯ୍ୟୋଧନ ଗୋପାଳ, ସିଙ୍ଗ ଗୋପାଳ, ଯୁଧିଷ୍ଠିର ଗୋପାଳ, ତନୁମଣୀ ଗୋପାଳ, ଲାଳଚନ ଗୋପାଳ, ଗହୀର ଗୋପାଳ, ବଳି ଗୋପାଳ, ଦେବେନ୍ଦ୍ର ଗୋପାଳ, ରାଧେଶ୍ୟାମ ଗୋପାଳ,ସହଯୋଗ କରିଥିବା ବେଳେ,ଭୋଗଦାତା ଗଜାନନ ପଟେଲ, ସୁନ୍ଦରାଲାଲ ପଟେଲ, ସରୋଜ ରଞ୍ଜନ ଗୋପାଳ, ବନବିହାରୀ ଗୋପାଳ, ତୁଳସୀ ରାମ ବାରିକ, ନିରାକାର ଗୋପାଳ, ମଧୁସୂଦନ ଗୋପାଳ, ଲଷ୍ମୀକାନ୍ତ ଗୋପାଳ, ଦେବରାଜ ଗୋପାଳ ପ୍ରଭୁତି ନଅ ଦିନ ବ୍ୟାପି ଅନ୍ନ ଭୋଗ ପ୍ରଦାନ କରିଥିଲେ,କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ପ୍ରତିନିଧି ମାନସ ବାଗ, ଆଇନଜୀବି ଥବିର ସାହୁ, ଅଜିତ ସାହୁ, ଧୀରେନ୍ଦ୍ର ନାଥ ପାତ୍ର, ଭବାନୀଶଙ୍କର ପଣ୍ଡା, ଦିଗାମ୍ବର ଦୁରିଆ, ମିହିର ପଟ୍ଟଯୋଶୀ, ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁଧୀର ପଟ୍ଟଯୋଶୀ, ଶିଶୁଦେବ ମୁଣ୍ଡ, ହରେକୃଷ୍ଣ ପଣ୍ଡା, ବିବେକ ରଞ୍ଜନ ମିଶ୍ର, ଏନଏସି ଉପାଧ୍ୟାକ୍ଷ୍ୟ ମନୀଷା ମିଶ୍ର, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ,ଡାକେଶ୍ୱର ଲହଜଳ, ଡମ୍ବରୁ ଲହଜଳ, ତରୁଣୀ ବାଗ, ଜହରଲାଲ ବାଗ, ଜିଲ୍ଲା ପରିଷଦ ଶଙ୍କର ଯୁଆଡ,ରତନ ନାଏକ, ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମରେ ଡ୍ରାଇଭର ସଂଘ, ନୀଳ ମାଧବ ସାଂସ୍କୃତିକ ଅନୁଷ୍ଠାନ ଓ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଓ ଗ୍ରାମର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ବେଣୁଧର ପୂଝରୀ, ଧନେଶ୍ୱର ନିଆଲ, ପାର୍ବତୀ ଗୋପାଳ, ବିଶାଖା ଗୋପାଳ, ଅକ୍ଷୟ ମେହେର, ଉମାକାନ୍ତ ମାଝୀ, ନାଏବ ସରପଞ୍ଚ ସୁଚିତ୍ରା ଗୋପାଳ, ପୂର୍ଵ ନାଏବ ସରପଞ୍ଚ ତୁଳସୀରାମ ଗୋପାଳ, ଶଶୀକାନ୍ତ ଗୋପାଳ, ପ୍ରଦୁମ୍ନ ଦୁର୍ଗା, ବୋଧ ମେହେର, ମିମିଚନ ମେହେର, ଫୋଡ଼କୁ ମେହେର, ଯୁଗେଶ୍ୱର ମେହେର, ଦିଗାମ୍ବର ପଟେଲ ,ଦୁର୍ଯ୍ୟୋଧନ ପଟେଲ, ହରିହର ପଟେଲ, ଭୁବନେଶ୍ୱର ପଟେଲ ମନୋରଞ୍ଜନ ଗୋପାଳ, ବୃହସ୍ପତି ଗୋପାଳ, ମିଶରୁ ମେହେର ଓ ସମସ୍ତ ସ୍ବେଛାସେବୀ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like