-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଜାଲ୍ ସାର୍ଟିଫିକେଟ୍ ର ଚେର ଲମ୍ବିଥିବା ସନ୍ଦେହ ?  ବନ ବିଭାଗର ନିଯୁକ୍ତିଦୁର୍ନୀତିର ତଦନ୍ତ ହେଉ  !

05-Apr-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ ) ଏବେ ବଲାଙ୍ଗୀରରୁ ଆରମ୍ଭହୋଇ  ଆନ୍ତଃରାଜ୍ୟ ଜାଲ୍ ସାର୍ଟିଫିକେଟ୍ ଓ ଏଥିରେ  ନିଯୁକ୍ତି ଜାଲିଆତିର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିଥିବାର ତଦନ୍ତ ପ୍ରଥମେ ବଲାଙ୍ଗୀର ପୁଲିସ୍ କରି ରିଲାଏନ୍ସ କୋଚିଂ ସେଣ୍ଟର୍ ର ମାଲିକ ମନୋଜ ମିଶ୍ର ଓ ସହଯୋଗୀ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍ ଗତା ସମେତ ସ୍ଥାନୀୟ ଡାକବିଭାଗରେ ଚାକିରୀ କରୁଥିବା କେତେଜଣ କର୍ମଚାରୀ ଓ ଚାକିରୀ ଆଶାୟୀଙ୍କୁ ମିଶାଇ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବିଧାନସଭାରେ ଏ ନେଇ ତୁମୁଳ ହଟ୍ଟଗୋଳ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାରୁ କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଆସି ତଦନ୍ତ ଆରମ୍ଭ କରିଛନ୍ତି ।  ତେବେ ଏହି ସୂତ୍ରରୁ  ସହରର ଆଉ ଏକ ଘରୋଇ ସଂସ୍ଥା କମ୍ପଭାଇ ଭୋକେସନାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ବା କେବିଭିଟିଆଇ ଉପରେ ମନୋଜ ମିଶ୍ରଠାରୁ ନକଲି ସାର୍ଟିଫିକେଟ୍ ନେଇଥିବାରୁ ସେହି ସଂସ୍ଥା ସହ ତାହାର ଆଉ ଏକ ଶାଖା ମହାବୀର ନାମକ ସଂସ୍ଥା ଉପରେ ମଧ୍ୟ ଚଢଉ କରି ପୁଲିସ୍ ଛାନବିନ୍ କରିଥିଲା । ତେବେ ସେଠାରୁ କିଛି ବାହାରି ନଥିବା ପୁଲିସ୍ ସଫେଇ ଦେଉଥିବା ବେଳେ ସମ୍ପୃକ୍ତ ସଂସ୍ଥାର ମାଲିକ ଜପବନ୍ଧୁ କମ୍ପ ଅଦ୍ୟାପି ନିଜ ନିର୍ଦ୍ଦୋଷତାର କୌଣସି ସ୍ପଷ୍ଟୀକରଣ ଦେଇ ନାହାଁନ୍ତି  !  କିନ୍ତୁ ଗଣମାଧ୍ୟମରେ ଉକ୍ତ ସଂସ୍ଥା ଉପରେ ସନ୍ଦେହ ବଳବତ୍ତର ରହିଆସିଛି । ତେଣୁ ସଂପ୍ରତି ଏହି ଜାଲ୍ସାର୍ଟିଫିକେଟ୍ ମାମଲାର ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ଏହି ସଂସ୍ଥାକୁ ତଦନ୍ତର ପରିସରଭୁକ୍ତ କରିବ କି ନାଇଁ , ଜଣାପଡିନାହିଁ ।

ତେବେ ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ , କିଛିବର୍ଷତଳେ ମୁରିବାହାଲ ଓ ଅନ୍ୟ ବାହାର ଜିଲ୍ଲାର ମାଲିକାନାରେ ଚାଲିଥିବା ଦୁଇଟି ତଥାକଥିତ ଏନଜିଓର ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା ବଲାଙ୍ଗୀର ବନବିଭାଗର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଅନିୟମିତତା ହୋଇଥିଲା ଓ ସେଥିରେ କମ୍ପଭାଇ ସଂସ୍ଥାର ନାଁ'ରେ ଚର୍ଚ୍ଚା ଉଠିଥିଲା । ଏପରିକି କୌଣସି କାରଣରୁ ଛଟେଇ ହୋଇଥିବା ଜିଲ୍ଲାର ବିଭିନ୍ନ ରେଞ୍ଜ୍ ରେ ନିଯୁକ୍ତ ଏହି ଡିଓମାନେ ସଂଘବଦ୍ଧ ହୋଇ ଡିଏଫଓଙ୍କ ନିକଟରେ ଆପତ୍ତି କରିବାରୁ ବା ଆଇନଗତ ପଦକ୍ଷେପର ଧମକ ଦେବାରୁ ପରେ ପୁଣି ସେହି ଡିଓମାନଙ୍କୁ ପୁନଃଅବସ୍ଥାପିତ କରାଯାଇଛି । ତେଣୁ ପୂର୍ବର ଏହି ଘଟଣାର ମଧ୍ୟ ତଦନ୍ତ କରାଯିବାକୁ ଲୋକେ ଦାବି କରନ୍ତି ।

ଉଲ୍ଲେଖଯୋଗ୍ୟ ଯେ , ସଂପ୍ରତି ବଲାଙ୍ଗୀର ବନବିଭାଗରେ ଜଣେ ଯୁବ ଆଇ ଏଫ ଏସ୍ ଅଧିକାରୀ ଡିଏଫଓ ରହିଛନ୍ତି । ତେବେ ସାରା ଡିଭିଜନରେ ଫରେଷ୍ଟଗାର୍ଡଠୁଁ ଆରମ୍ଭ କରି ଫରେଷ୍ଟର , ରେଞ୍ଜର ବା ଏସିଏଫ୍ ସ୍ତରରେ ଦୁର୍ନୀତି ବୃଦ୍ଧି ପାଇଛି । ମନରେଗାରେ ଜାଲ୍ ଶ୍ରମିକ ବା ମିଥ୍ୟା ଶ୍ରମଦିବସ ଦର୍ଶାଇ କୋଟି କୋଟି ଟଙ୍କାର ଯୋଜନାର ଅର୍ଥ ବାଟମାରଣା କରାଯାଉଥିବାର ଅଭିଯୋଗ ସହିତ ନିକଟରେ  ଧରପଗଡରେ ଜୋରିମାନା ଆଦାୟରେ ହେରଫେର ଅଭିଯୋଗ , ବିଭାଗୀୟ କର୍ମଚାରୀଙ୍କ ଜ୍ଞାତସାରରେ ସଂରକ୍ଷିତ ଜଙ୍ଗଲରୁ ଖଣିଜସମ୍ପଦ ଲୁଟ୍ , ଗତଦିନର କାମ୍ପା ଇତ୍ୟାଦି ଯୋଜନାର ପ୍ରାୟ ଅଢେଇକୋଟି ହେରଫେରର ଅର୍ଥ ଭରଣା ଭଳି ବିଭାଗୀୟ ନିର୍ଦ୍ଦେଶ ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ହୋଇଥିବାର  କରାଯାଇଛି । ଏସବୁ ମୂଳରେ ଜାଲ୍ ସାର୍ଟିଫିକେଟ୍ ରେ ନିଯୁକ୍ତ ଏହି ଡିଓ ବା ଅସ୍ଥାୟୀ ବନକର୍ମଚାରୀଙ୍କ ବେଫିକର ମନୋବୃତ୍ତିର କାରନାମା ହିଁ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏଣୁ ବଲାଙ୍ଗୀର ବନବିଭାଗର ଗତନିଯୁକ୍ତିରେ କେତେଦୂର ଉପରୋକ୍ତ ଅଭିଯୁକ୍ତ ଜାଲ୍ ସଂସ୍ଥା ଓ ଠକେଇର ସମ୍ପୃକ୍ତି ରହିଛି , ତଦନ୍ତ ଜରୁରୀ ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like