-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
04-Apr-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ପୁଇତଲା ଥାନା ଅନ୍ତର୍ଗତ ଲେପଟା ଗ୍ରାମରେ ଜଣେ ମହିଳା ଦୁଇ ଦିନ ହେଲା ନିଖୋଜ ଅଛନ୍ତି ।
ସୂଚନା ଅନୁସାରେ ଲେପଟା ଗ୍ରାମର ସସ୍ମିତା ମାଝୀ କୁଆଡେ ଗତ ୨ ତାରିଖ ଅପରାହ୍ନ ରୁ ଘରୁ ବାହାରି କୁଆଡେ ଚାଲିଯାଇଛନ୍ତି । ବହୁ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ଶେଷରେ ଆଜି ପରିବାର ଲୋକେ ଥାନା ର ଦ୍ବାରସ୍ଥ ହୋଇଥିଲେ। ସସ୍ମିତା ଙ୍କ ଦିଅର ରଞ୍ଜନ ମାଝୀ ଥାନାରେ ଏକ ଲିଖିତ ଅଭିଯୋଗ କରି ତାଙ୍କର ଭାଉଜ କୁ ଖୋଜି ଆଣିବାକୁ ଦାବି କରିଛନ୍ତି।