-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ କେହି ମଧ୍ୟ କରୋନା ସଂକ୍ରମିତ ହୋଇନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୧୭୨ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୧୫ ଜଣ ସୁସ୍ଥ ହୋଇଛନ୍ତି ଓ ୨୨୧ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବଙ୍ଗୋମୁଣ୍ଡା ବ୍ଳକ ଗଁରେଇ ରୁ ୧ ଜଣ ଓ ଭୁର୍ଷାଗୁଡାରୁ ୧ ଜଣ।
(୨) ବେଲପଡା ବ୍ଲକ ବେଲପଡା ରୁ ୧ ଜଣ।
(୩) ପାଟନାଗର ଏନଏସି ୱାର୍ଡ ନଂ ୩ ରୁ ୨ ଜଣ, ଓ୍ବାର୍ଡ ନଂ୫ ରୁ ୧ ଜଣ ଓ ଓ୍ବାର୍ଡ ନଂ ୧୧ ରୁ ୧ଜଣ ।
(୪) ପାଟଣାଗଡ଼ ମରୁଁଆ ରୁ ୧ ଜଣ ।
(୫) ଟିଟିଲାଗଡ ମୁନିସିପାଲିଟି ଓ୍ବାର୍ଡ ନଂ୯ ରୁ ୩ ଜଣ, ଓ୍ବାର୍ଡ ନଂ ୫ ରୁ ୨ ଜଣ ଓ ଓ୍ବାର୍ଡ ନଂ ୩ ରୁ ୧ ଜଣ।
(୬)ଲୋଇସିଂହା ବ୍ଳକ ତଲିଉଡାରୁ ୧ ଜଣ ।
(୭) ତୁରେକେଲା ବ୍ଲକ କୁଇବାହାଲ ରୁ ୧ ଜଣ।
(୮) ମୁରିବାହାଲ ବ୍ଳକ ଇଛାପଡା ରୁ ୧ ଜଣ।
(୯) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୫ ରୁ ୧ ଜଣ।