-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ରାଜ୍ୟ

କେଜିବିଭି କେଳେଙ୍କାରୀ ଅବ୍ୟାହତ :  ପ୍ରତି ହଷ୍ଟେଲରୁ ମାସିକ ୫ ହଜାର:  ଏମ୍ପୟର୍ ସେଆର୍ ର ଇପିଏଫ୍ ହଡପ ଅଭିଯୋଗ  

11-Mar-2023



ବଲାଙ୍ଗୀର( ମଳୟ ମିଶ୍ରଙ୍କ ରିପୋର୍ଟ )ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ପୂର୍ବର ଡିପିଇପି କାର୍ଯ୍ୟକ୍ରମ ବେଳରୁ ସାଂପ୍ରତିକ ସର୍ବଶିକ୍ଷା ଅଭିଯାନ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି ଓ ଅନିୟମିତତାରେ ବୁଡି ରହିଛି । ଏପରିକି କିଛିବର୍ଷ ତଳେ ଏହି ପ୍ରକଳ୍ପର ୨ ଜଣ ଅସ୍ଥାୟୀ କର୍ମଚାରୀ ଆକାଉଣ୍ଟାଣ୍ଟ୍ ଓ କ୍ୟାସିଅର୍ ଡାକ୍ତର ସାହୁ , ଜେଠୁ ସାହୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟାଙ୍କ ଜାଲିଆତି କରି ହଡପ କରିବା ଅଭିଯୋଗରେ ଫେରାର୍ ହୋଇ ମାସେପରେ ଗିରଫ ହୋଇ ଜେଲ୍ ଯିବା ଘଟଣା ଚାଞ୍ଚଲ୍ଯସୃଷ୍ଟି କରିଥିଲା । ଭିଜିଲାନସେ ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ମାମଲା ଏବେ ଚପି ଗଲାଣି  ! ତେବେ କେବଳ ସେଇ ୨ ଜଣ ନୁହଁନ୍ତି , ସେ ସମୟରୁ ଅଦ୍ୟାବଧି ଅସ୍ଥାୟୀ କର୍ମଚାରୀ ରହି ଆସିଥିବା ବା ବିଭିନ୍ନ ଆଳରେ ପ୍ରକଳ୍ପରେ କାର୍ଯ୍ୟରତ କେତେକ କର୍ମଚାରୀ ମଧ୍ୟ କୋଟି କୋଟି ଟଙ୍କା ବାଟମାରଣା କରିଆସୁଥିଲେ ହେଁ , ମଝିରେ ଭିଜିଲାନ୍ସର ତଦନ୍ତ ପରିସରଭୁକ୍ତ ହୋଇଥିଲେ ହେଁ , ଚପାଇ ଦିଆଗଲା । 

ଏହି ଅଭିଯାନ ବା ପ୍ରକଳ୍ପର ନିର୍ମାଣ , ସାମଗ୍ରୀ କ୍ରୟ , ବିଭିନ୍ନ ଖର୍ଚ୍ଚ ଓ କେଜିବିଭି ବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ହଷ୍ଟେଲର ଦୁର୍ନୀତି ଅଭିଯୋଗ ପ୍ରକାଶ ପାଇ ଆସୁଛି । ତଥାପି ଏହାର ତଦନ୍ତ ସୁଦ୍ଧା କରାଯାଉନାହିଁ  ବା ଏ ଦିଗରେ ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିମାନେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧିଦେଇ ବସିଛନ୍ତି ।

ଏଥିମଧ୍ୟରେ ଗତ ୨୦୧୯ରୁ ଛଟେଇ ହୋଇଥିବା କେଜିବିଭି ହଷ୍ଟେଲର ପୁରୁଷ କର୍ମଚାରୀଙ୍କ ଏମ୍ପୟର୍ ସେଆର୍ ଇପିଏଫ୍ ବାବଦରେ ବାରମ୍ବାର ବିଭାଗ ପକ୍ଷରୁ ଚିଠି ଆସୁଥିବା ଓ ଏହି କର୍ମଚାରୀଙ୍କ ଦାବି ସତ୍ତ୍ୱେ , ଏ ବାବଦକୁ ମିଳିବାକୁ ଥିବା ୨୫ ଲକ୍ଷରୁ ଅଧିକ ଟଙ୍କାର ଫାଇଲ୍ ଚପାଇ ଦିଆଯାଇଛି ।  ଏସମ୍ପର୍କରେ ପଚାରିବାରୁ କେଜିବିଭି କୋ- ଅର୍ଡିନେଟର  ଯୋଷୀ ଓ ଡିପିସି ଦାୟିତ୍ୱରେ ଥିବା ଜିଲ୍ଲା ଶିକ୍ଷାଧୀଶ ଧ୍ରୁବ ବେହେରା ଏଡାଇ ଆସୁଛନ୍ତି । ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟର ମୋଟ ୨୩ଟି କେଜିବିଭି ଜିଲ୍ଲାରୁ ବରଗଡ , ଅନଗୁଳ ପରି ୨ / ୪ ଟି ଜିଲ୍ଲାକୁ ଏହି ଟଙ୍କା ଦିଆଯାଇ ବଲାଙ୍ଗୀର ସମେତ ଅନ୍ୟାନ୍ୟ ଜିଲ୍ଲାର ଏ ବାବଦ ଅର୍ଥ ହଡପ କରାଯାଇଥିବା ସନ୍ଦେହ କରାଯାଉଛି  ! ଏହି ଅର୍ଥ ତୁରନ୍ତ ଦିଆଯିବାକୁ ଗତ ୨୦ ୲ ୩ । ୨୦୨୪ ତାରିଖରେ ବିଭାଗରୁ ପୁଣି ଚିଠି ଆସିଥିଲେ ହେଁ , ଫାଇଲ୍ ଲଗାଯାଉନାହିଁ , ଡିପିସି ଫାଇଲ୍ ଲଗାଗଲେ , ଦିଆଯିବ ଇତ୍ୟାଦି କହି ଟାଳି ଆସୁଥିବା ଓ ଦୁଇବର୍ଷତଳେ ସଂଯୋଜିକା ଏପରି କୌଣସି ଚିଠି ଆସି ନଥିବା ବେଲପଡାର ଜଣେ ସୂଚନା ଆଇନ ବଳରେ ମାଗିଥିବାବ୍ୟକ୍ତିଙ୍କୁ ସଫେଇଦେଇଥିଲେ । ଏଣୁ ଉପରୁ ତଳ ଅର୍ଥାତ୍ ପ୍ରକଳ୍ପରୁ ଓପେପା ପର୍ଯ୍ୟନ୍ତ ଏହି ଦୁର୍ନୀତିର ଚେର ଲମ୍ବିଛି ବୋଲି ଅଭିଯୋଗ ହେଉଛି । ଏଥିରେ ବଲାଙ୍ଗୀର ପ୍ରକଳ୍ପରେ ଆରମ୍ଭରୁ କାର୍ଯ୍ୟରତ ଜଣେ ପୁରୁଣା ଧୂର୍ତ୍ତ ଅସ୍ଥାୟୀ କିରାଣୀ ସବୁପ୍ରକାର ଦୁର୍ନୀତିର ଅଧିକାରୀଙ୍କ ହାତବାରିସୀ ସାଜିଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଏହାର ପର୍ଦ୍ଦାଫାଶ୍ କରାଯିବ ।


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like