-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟ ର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (DISTRICT GOVERNANCE CATAGORY) ପାଇବାରେ ଗୌରବ ଲାଭ କରିଛି । ଆସନ୍ତା ୨୫ ତାରିଖରେ ନୂଆଁଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାକୁ ଏହି ଆୱାର୍ଡ ପ୍ରଦାନ କରାଯିବ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବଳିଷ୍ଠ ନେତୃତ୍ଵ ତଥା ଆନ୍ତରିକ ଉଦ୍ୟମ ଦ୍ଵାରା ବଲାଙ୍ଗିର ଜିଲ୍ଲାକୁ ଏହି ଗୌରବ ମିଳିଛି ।