-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ଚନ୍ଦନଭାଟିର  ୧୦୮ପ୍ରହରୀ ନାମଯଜ୍ଞ ଉଦଯାପିତ

10-Mar-2023



ବଲାଙ୍ଗୀର (ପ୍ରେରଣା ଖବର ): ଦୀର୍ଘ ୧୩ ଦିନ ଧରି ଚନ୍ଦନ ଭାଟିର ଶୁକତେଲ ନଦୀ କୂଳରେ ଚାଲିଥିବା ୧୦୮ପ୍ରହରୀ ନାମଯଜ୍ଞ ୮ତାରିଖ ବୁଧବାର ସକାଳ ୬.୦୦ ଘଣ୍ଟା ସମୟରେ ଉଦଯାପିତ ହୋଇ ଯାଇଛି l ଏହି ଧର୍ମଯଜ୍ଞରେ ସତ୍ୟ ନାରାୟଣ ମେହେର ସସ୍ତ୍ରୀକ ନିଷ୍ଠାର ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟତଃ ୮୪ ଟି ସଂକୀର୍ତ୍ତନ ଦଳ ଏହି ଆଧ୍ୟାତ୍ମିକ ଯଜ୍ଞରେ ସାମିଲ ହୋଇଥିଲେ l ମୀନାଵଜାର ଏବଂ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ତଥା

ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଅନ୍ୟତମ ଆକର୍ଷଣ ଥିଲା l ବଡ଼ ଉତ୍ସାହପ୍ରଦ ଥିଲା ଭକ୍ତଗଣଙ୍କ ପ୍ରସାଦ ସେବନ l ଶେଷ ଆଡକୁ ପ୍ରତିଦିନ ପ୍ରାୟତଃ ୨୦ ରୁ ୨୨ ହଜାର ଭକ୍ତ ଅନ୍ନ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମଣିବା ଜଣା ଯାଇଛି l ଏହି ପବିତ୍ର ଯଜ୍ଞ ସକାଶେ ଚନ୍ଦନ ଭାଟି, ଜାମୁଟିଆ,ଫଟା ବାହାଲ, ଖଲିଆପାଲି, ବଘାପାଲି, ଛତାବାହାଲ, କୁଶମେଲ, ବଘଲା, ସାଲେପାଲି, ବାଦୀଘୋର, ସିନ୍ଦୁର ବାହାଲ, କଅଗାଁ, ମିର୍ଦ୍ଧାପାଲି, ଧାମଣାସର, ପିପିଲି, ବ୍ରାହ୍ମଣି ପାଲି, କଟାପାଲି ଇତ୍ୟାଦି ୪୨ ଟି ଗ୍ରାମର ଜନତାଙ୍କ ପ୍ରତ୍ୟକ୍ଷ ସହଯୋଗ ଥିଲା l ପ୍ରତିଦିନ ପାଲି କରି ଦୁଇ ତିନୋଟି ଗ୍ରାମରୁ ଶତାଧିକ ସ୍ବେଛାସେବୀ ଆସି ସେବା ଯୋଗାଉ ଥିଲେ l ଏହାର ସଫଳତା ସକାଶେ ଚନ୍ଦନ ଭାଟିର ପ୍ରତ୍ୟେକ ଗୃହ ତଥା ବଲାଙ୍ଗିର ଏପରିକି ଜିଲ୍ଲା ବାହାରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉଭୟ ଆର୍ଥିକ ଓ ମାନସିକ ସହଯୋଗ ଥିଲା l ଶେଷ ପର୍ଯ୍ୟାୟରେ ତିନୋଟି ସଂକୀର୍ତ୍ତନ ଦଳକୁ ନେଇ ବୈଠକୀ ହେବା ସହିତ ବିରାଟ ଥାଟ ମେଳରେ ନଗର ପରିକ୍ରମା ଏବଂ ରଙ୍ଗ ଖେଳ ଅନୁଷ୍ଠିତ ହୋଇଥିଲା l

ନାମଯଜ୍ଞର ସଫଳ ପରିଚାଳନା କ୍ଷେତ୍ରରେ ମେଘନାଦ ମେହେର, ଲିଙ୍ଗରାଜ ମେହେର, ଭକ୍ତରାମ ମେହେର, ପ୍ରଭୁଦତ୍ତ ପ୍ରଧାନ, ମନୋରଞ୍ଜନ ମେହେର, କୃଷ୍ଣଚନ୍ଦ୍ର ମେହେର, ସଂକୀର୍ତ୍ତନ ମେହେର, ଅର୍ଜୁନ ମେହେର, ବିଜୟ ମେହେର, ଦୁର୍ବାଦଳ ମେହେର, ନରେନ୍ଦ୍ର ମେହେର ଇତ୍ୟାଦି ପ୍ରମୁଖ ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା l ଚନ୍ଦନଭାଟି ପ୍ରହରୀ କମିଟିର ସଭାପତି ବଲାଙ୍ଗିରିଆ ମେହେର ଏବଂ ଆଞ୍ଚଳିକ ସଭାପତି ତ୍ରିଲୋଚନ ମହାପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଏହା ଶୃଙ୍ଖଳାର ସହିତ ସମାପନ ହେଲା l ଏହି ପବିତ୍ର ନାମଯଜ୍ଞ ଅବସରରେ ସଭାପତି ଦ୍ବୟ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ନିଜ ବକ୍ତବ୍ୟରେ ବିଶ୍ୱର କଲ୍ୟାଣ କାମନା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like