-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଷ୍ଟଲବଣ୍ଟନ କ୍ଷେତ୍ରରେସୋନପୁର ମ୍ୟୁନିସିପାଲିଟି ର ପାତର ଅନ୍ତରନୀତି ଅଭିଯୋଗ

07-Mar-2023



ସୁବର୍ଣ୍ଣପୁର - ସୋନପୁର ମୁନସିପାଲିଟିରେ କ୍ରମାଗତ ଭାବରେ ବିବାଦ ପିଛା ଛାଡିବାର ନା ଧରୁନାହିଁ। ଏକ ଲମ୍ବା ସମୟଧରି ଠିକା ସଫେଇ କର୍ମଚାରୀ ଙ୍କୁ ଛଟେଇଯୋଗୁଁ ପରିମଳ ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇ ସହରସାରା ଅଳିଆ ଆବର୍ଜନା ଭର୍ତ୍ତିହୋଇ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇ ସହରବାସୀ ଏଥିରେ ଅତିଷ୍ଠ ହୋଇଥିବା ବେଳେ ଏବେ

ନିକଟରେ ବ୍ଲକଛକ ଠାରେ ଥିବା ଦୋକାନ ଗୃହ ଆବଣ୍ଟନ କ୍ଷେତ୍ରରେ ପାତର ଅନ୍ତର ନୀତି ଯୋଗୁଁ ହିତାଧିକାରୀ ଙ୍କ ଭିତରେ ଅସନ୍ତୋଷ ସୃଷ୍ଟିହୋଇଛି। ବିବରଣୀ ରୁ ପ୍ରକାଶ ଯେ ସ୍ଥାନୀୟ ବ୍ଲକଛକ ପାଖ ଡିଏଓ କଲୋନୀ ପାର୍ଶ୍ୱରେ ଅବସ୍ଥିତ ଥିବା ଚାରିଗୋଟି ପୁରୁଣା ଷ୍ଟଲରୁ ଲକ୍ଷେ ଟଙ୍କା ଜମାରାଶି ରଖି ୪ଜଣଙ୍କ ନାମରେ କାର୍ଯ୍ୟାଳୟ ପକ୍ଷରୁ ଏଲଟମେଣ୍ଟ ହୋଇଛି ହେଲେ ଟଙ୍କା ଜମାଦେଇ  ଏଗ୍ରୀମେଣ୍ଟ ପରେ ଦେଖିବା ବେଳକୁ ଷ୍ଟଲ ସବୁରେ ନମ୍ବରିଂ ହୋଇନାହିଁ। ଏହା ଜଣାଇବାପରେ ନିର୍ବାହୀ ଅଧିକାରୀ  ଙ୍କ ନିର୍ଦ୍ଦେଶ ରେ ରାତିଅଧିଆ ନମ୍ବରିଂ କରାଗଲା ଯାହାକି ଷ୍ଟଲ ର ବାମପଟରୁ ପ୍ରଥମ ସଂଖ୍ୟା ୧  ଉଲ୍ଲେଖ କରାନଯାଇ ଡାହାଣପଟରୁ  ଆରମ୍ଭ କରାଗଲା ଯାଫଳରେ  ସଂଖ୍ୟା ର ଓଲଟପାଲଟ ଯୋଗୁଁ ହିତାଧିକାରୀଙ୍କ ଭିତରେ ଖୁବ୍ ଅସନ୍ତୋଷ ସୃଷ୍ଟି ହୋଇଛି।  ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ସୂର୍ୟାଂଶୁ ରୁତ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାଠିକ୍ ଅଛି  ତମେ ଯାଅ ଓ ଏ ନିଷ୍ପତ୍ତିକୁ ମାନିଯାଅ କହିଲେ ଓ ଆମର ଷ୍ଟାଫ୍ ଚାବିଖୋଲି ଦେବ ତମେ ଦଖଲକୁ ନିଅବୋଲି କହିଲେ। ଏଠାରେ ପ୍ରଶ୍ନ ଉଠେଯେ ଜିଲ୍ଲାରେ ଏବେ ଶିଳ୍ପ ବିଭାଗ ପକ୍ଷରୁ ସପ୍ତାହ ବ୍ୟାପି ଉଦ୍ୟୋଗୀ ମେଳା ଚାଲି ଯୁବକ ମାନଙ୍କ ମଧ୍ୟରେ ରୋଜଗାର କରିବାପାଇଁ ପ୍ରୋତ୍ସାହନ ଦିଆ ଯାଉଥିବାବେଳେ ପୌରପରିଷଦ ପକ୍ଷରୁ ଏକ୍ଷେତ୍ରରେ ଘୋର ବ୍ୟତିକ୍ରମ ଦେଖାଯାଇ  ଯୁବକ ମାନଙ୍କୁ ସମ୍ମାନ ର ସହ ଷ୍ଟଲ ମାନଙ୍କର ଚାବି  ପ୍ରଦାନ ନକରି  ଏପରି ହତୋତ୍ସାହିତ କରିବା ବହୁଲୋକଙ୍କର ହଜମ ହୋଇନାହିଁ। ଏଣୁ ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ତଥା କେହି କେହି ଆଇନ ଅଦାଲତର ଆଶ୍ରୟ ନେବାପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like