-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-Mar-2023
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରl )
ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମ୍ମନିତ୍ ଶିଶୁ ବିକାଶ ଯୋଜନା ମାଧ୍ୟମ ରେ ଆଯି ଆନ୍ତରଜାତୀୟ ମହିଳା ଦିବସ ପାଳନ କରାଯାଇ ଅଛି lଏହି କାର୍ଯ୍ୟ କ୍ରମ ରେ କୋକସରା ବ୍ଲକ ଅନ୍ତର୍ଗତ ପ୍ରତେକ୍ ଗ୍ରାମ ର ଅଙ୍ଗୱାଡ଼ି କର୍ମୀ ମାନେ ବହୁ ସଂକ୍ଷା ଯୋଗଦାନ୍ କରି କୋକସରା ବ୍ଲକ ଶିଶୁ ବିକାଶ ଯୋଜନା ଅଫିସ ଠାରୁ ବାହାରି ବିଭିନ୍ନ ନାରା ଦେଇ ଝିଅ ମl ନଙ୍କୁ କମ ବୟସ ରେ ବିବାହ କରାଇବା, ଭୁଣ ହତ୍ୟା କରିବା ଏହା ଏକ ଆଇନ ଅନୁସାରେ ଏହା ଅପରାଧ ଅଟେ ବୋଲି ରୋଡ ସୋ ରାଲି କରି ଲୋକମାନଙ୍କୁ ସଚେତନ କରା ଯାଇଥିଲା lଏଠାରେ କୋକସରା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସୋରୋଜା ଲତା ଦେଇ,ମହିଳା ପରିଦର୍ଶକl ସୋନିଆ ହେମ୍ରମ୍, ରାଧାରାଣୀ ପ୍ରଧାନ ଏବଂ ପ୍ରିୟା ତାଣ୍ଡି ଓ କୋକସରା ବ୍ଲକ ଅଙ୍ଗନ ବାଡି ସଂଘ୍ ସଭାନେତ୍ରୀ ଦମୟନ୍ତି ବେଶ୍ରା ସମ୍ପାଦିକା ନିର ମହା ନନ୍ଦ, ତୁଳସୀ ବେଶ୍ରl, ଆରତୀ ଧଙ୍ଗଡା ମାଝୀ ଓ ସମସ୍ତ ଅଙ୍ଗୱାଡ଼ି କର୍ମୀ ଏହି କାର୍ଯ୍ୟ କ୍ରମ ରେ ଯୋଗଦାନ କରି ଲୋକମାନଙ୍କୁ ସଚେତନ କରାଇବା ପାଇଁ ସାହାଯ୍ୟ ସହଯୋଗ କରି ଏହି ଆନ୍ତରଜାତୀୟ ମହିଳା ଦିବସ ପାଳନ କରାଯାଇ ଥିଲା l