-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

୬୮ବର୍ଷ ହେଲା ଚାଲିଛି ଅଖଣ୍ଡ ଅହରାତ୍ର ହରିନାମ ସଂକୀର୍ତ୍ତନ - ବଡ଼ଖମାର ଶ୍ୟାମ ସୁନ୍ଦର କୁଞ୍ଜ କୁଟିର - ପର୍ଯ୍ୟଟନ ସ୍ଥଳୀ ମାନତ୍ୟ ପାଇଁ ଦାବି

26-Feb-2023



ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଗ୍ରାମସ୍ଥିତ ଶ୍ୟାମସୁନ୍ଦର କୁଞ୍ଜ କୁଟିର (ବରାହପଦରମଠ) ପଶ୍ଚିମ ଓଡ଼ିଶାର ଦ୍ବିତୀୟ ବୃନ୍ଦାବନ ଭାବେ ପରିଚିତ।‌ ପ୍ରାକୃତିକ ସୌନ୍ଦର୍ଯ୍ୟର ପରିବେଷ୍ଟନୀ ମଧ୍ୟରେ ୧୯୩୭ ମସିହାରେ ବାବାଜି କୃଷ୍ଣଚନ୍ଦ୍ର ଦାସ ଦ୍ବାରା ଏହି ମଠ ପ୍ରତିଷ୍ଠା ହୋଇଥିବା ବେଳେ ୧୯୫୫ ମସିହାରୁ ଏଠାରେ ଦ୍ବିବାରାତ୍ର ବିଶ୍ଵଶାନ୍ତି ଅଖଣ୍ଡ ହରିରାମ ସଂକୀର୍ତ୍ତନ ହୋଇ ଆସୁଛି। ବାବାଜି କୃଷ୍ଣଚନ୍ଦ୍ର ଦାସଙ୍କ ଦେହାନ୍ତ ପରେ କୁଞ୍ଜ କିଶୋର ଦାସ ମଠ ମହନ୍ତ ହୋଇଥିବା ବେଳେ ୨୦୦୯ରେ ସେ ସ୍ଵର୍ଗାରୋହଣ କରିଛନ୍ତି। ଏହାପରେ ଖେଳାକୃଷ୍ଣ ଦାସ ମହନ୍ତ ଦାୟିତ୍ଵ ନେଇଥିଲେ।  ୨୪ ବର୍ଷ ପର୍ଯ୍ୟନ୍ତ ସୁରୁଖୁରୁରେ ଭାବରେ ମଠ ଦାଇତ୍ୱ ତୁଲାଇ ପରେ ୨୦୨୧ରେ ଖେଳାକୃଷ୍ଣ ଦାସଙ୍କ  ବ୍ରଜପ୍ରାପ୍ତି ହୋଇଥିଲା। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବାବାଜୀ ସଦାନନ୍ଦ ଦାସ ଓ ବାବାଜୀ ନୃତ୍ୟ ଗୋପାଳ ଦାସ ମଠ ଦାୟିତ୍ଵ ଓ ପରିଚାଳନା କରୁଛନ୍ତି। ପ୍ରତିବର୍ଷ ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ପ୍ରତିଷ୍ଠାତା କୃଷ୍ଣ ଚନ୍ଦ୍ର ଦାସଙ୍କ ପୂଣ୍ୟ ତିଥି ଏବଂ ଫାଲଗୁନ କୃଷ୍ଣ ଚତୁର୍ଥୀ ତିଥିରେ ମହନ୍ତ କୁଞ୍ଜ କିଶୋର ଦାସଙ୍କ ପୂଣ୍ୟ ତିଥି ଉତ୍ସବ ଅନୁଷ୍ଠିତ ହୋଇଥାଏ। ବହୁ ବର୍ଷରୁ ଏଠାରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହେଇଆସୁଅଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ।  ଦୀର୍ଘ ବର୍ଷ ହେଲା ଆଧ୍ୟାତ୍ମିକ ସାଧାନ ଚଲାଇବା ସହ ବହୁ ସଂଖ୍ୟାରେ ଭକ୍ତଙ୍କୁ ଆକର୍ଷିତ କରୁଥିବା ଏହି ମଠ ବିବିଧ ସମସ୍ୟା ଦେଇ ଗତି କରୁଛି। ମଠକୁ ଭଲ ରାସ୍ତାଟିଏ ନଥିବା ବେଳେ ଅର୍ଥାଭାବରୁ ସ୍ବାଗତ ତୋରଣ  ନିର୍ମାଣ ହୋଇପାରିନାହିଁ। ଯାତ୍ରୀ ନିବାସ, ଜଳଯୋଗାଣ ଓ ବିଦ୍ୟୁତ ବ୍ୟବସ୍ଥା ଟ୍ରାନ୍ସଫର୍ମର ଏବଂ ପାଚେରୀ କାନ୍ଥ ପାଇଁ ଅର୍ଥାଭାବ ରହିଥିବା ବେଳେ  ସମ୍ବଲପୁର ଠାରୁ ବଡଖମାର କୁ ବସ ଚଳାଚଳ ପାଇଁ ମହନ୍ତଙ୍କ ସ୍ଵପ୍ନ ଅଧୁରା ରହିଥିବା ନେଇ ବାବାଜୀ ନୃତ୍ୟ ଗୋପାଳ ଦାସ କହିଛନ୍ତି। ଅବଶ୍ୟ ମଠର ଭିତ୍ତିଭୂମିର ବିକାଶ ନିମନ୍ତେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ସହିତ ଜନପ୍ରତିନିଧି ଠାରୁ ସ୍ୱଳ୍ପ ଅନୁଦାନ ଯୋଗାଇ ଦେଇଥିବା ସେ ପ୍ରକାଶ କରିଛନ୍ତି। ଏହି ଧାର୍ମିକସ୍ଥଳିକୁ ପର୍ଯ୍ୟଟନ ସ୍ଥଳୀ ମାନତ୍ୟ ପାଇଁ ବହୁ ବାର ଅଞ୍ଚଳବାସୀ ଦାବି କରିଆସିଛନ୍ତି। ଜିଲ୍ଲା ପ୍ରଶାସନ ଓ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like