-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ପୁସ୍ତକମେଳାରେ ମିଶାଇଦେବାକୁ ସଂସ୍କୃତିବିଭାଗର ନିର୍ଦ୍ଦେଶ, ରାଜନେତାଙ୍କ ପ୍ରତିବନ୍ଧକ ଓ ପ୍ରାଶାସନିକ ଅସହଯୋଗ 

22-Feb-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଦୀର୍ଘ ୧୫ ବର୍ଷ ଧରି ଚାଲିଆସିଥିବା ଜିଲ୍ଲା ଲେଖକ ପରିଷଦର ରାଜ୍ୟ ସ୍ତରୀୟ ପୁସ୍ତକମେଳା ବନାମ ୧୬ ତମ ବଲାଙ୍ଗୀର ବହିହାଟ - ୨୦୨୩ ଏଥର କରାଇ ଦେଉ ନାହାଁନ୍ତି ବୋଲି ପରିଷଦ ପକ୍ଷରୁ କ୍ଷୋଭପ୍ରକାଶ ପାଇଛି ।  ବାରମ୍ବାର ଆବେଦନ ସତ୍ତ୍ୱେ ଆରମ୍ଭରୁ ଅନୁଷ୍ଠିତ ହୋଇଆସୁଥିବା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ (ମଠଖାଇ ମହୋତ୍ସବ , ଲୋକ ଉତ୍ସବ, ଜାତୀୟ କୃଷିମେଳା, ସ୍ବଦେଶୀ ଖଦୀ ବଜାର , ଅନ୍ୟାନ୍ୟ ସଂସ୍ଥାକୁ ଦିଆଯାଇଥିବା ସତ୍ତ୍ୱେ ; ଦିନକୁ ଦେଢହଜାର ଭଡା ପ୍ରଥମଥର ଧାର୍ଯ୍ୟ କରାଯାଇ ମଧ୍ୟ ) ଜାଗା ଦିଆ ନଯିବା , ବିକଳ୍ପ ସ୍ବରୂପ ପି ଆର୍ ହାଇସ୍କୁଲ ପଡିଆରେ କରାଯିବାକୁ ଆବେଦନ ସତ୍ତ୍ୱେ  ଦିନକୁ ଦୁଇ ହଜାର × ୧୦ ଦିନ ନିମନ୍ତେ ଉକ୍ତ ପଡିଆଟିର ଖାଲଖମା ବଣବୁଦାମୟ କଦର୍ଯ୍ୟ ପରିବେଶ ଯୋଗୁଁ ଆଦୌ କରାଯାଇ ନ ପାରିବା (ଅବଶ୍ୟ ଏବେ ଏ ପଡିଆଟିର ମରାମତି ଚାଲିଛି !)  ରାଜନୈତିକ ହସ୍ତକ୍ଷେପରେ ଆରମ୍ଭରୁ ପ୍ରତିଥରର  ଜାନୁୟାରୀ ୮ ରୁ ନିର୍ଦ୍ଧାରିତ  ତାରିଖରେ ଅନ୍ୟ ଉତ୍ସବକୁ ପଡିଆ ଦେଇଦିଆଯିବା, ପେଟ୍ରନ୍ ହୋଇଥାଇ ଜିଲ୍ଲାପାଳ ଉଦାସୀନ ରହିଆସିବା,  ଅନୁରୋଧ କରିବାରୁ ଆରମ୍ଭରୁ ସବୁଥର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବହିହାଟ ବନ୍ଦ କରିଦେବାକୁ ଋକ୍ଷ ପରାମର୍ଶ ଦେବା, ଜିଲ୍ଲାପାଳ, ଜିଲ୍ଲାସଂସ୍କୃତି ଅଧିକାରୀ ଓ ସଂସ୍କୃତି ମନ୍ତ୍ରୀ , ସଚିବ ତଥା ନିର୍ଦ୍ଦେଶକଙ୍କୁ ଆବେଦନ ପରେ ବଲାଙ୍ଗୀର ବହିହାଟକୁ ବନ୍ଦ କରି ସମ୍ପୂର୍ଣ୍ଣ ସରକାରୀ ବନାମ ପ୍ରାଶାସନିକ  ନିୟନ୍ତ୍ରଣରେ ଜିଲ୍ଲାସ୍ତରୀୟ ପୁସ୍ତକମେଳାରେ କମ୍ ଦିନ ଅଧା ବୁକ୍ ଷ୍ଟଲ୍ ରେ ସହଭାଗୀତାରେ କରିବାକୁ ନିର୍ଦ୍ଦେଶ ଦେବା ଏବଂ ଏତେ କାଇଦା କଟକଣାରେ ପ୍ରତିବର୍ଷ ଆସୁଥିବା ପୁସ୍ତକବିକ୍ରେତା ଓ ପ୍ରକାଶକମାନେ ବରଗଡ , ରାଉରକେଲା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ ପୁସ୍ତକମେଳା ସାରି ଇତିମଧ୍ୟରେ ଫେରିଯାଉଥିବା ଇତ୍ୟାଦି ଘଟଣା ଚଳିତବର୍ଷ ବଲାଙ୍ଗୀର ବହିହାଟ ବନ୍ଦହେବାର କାରଣ ବୋଲି ପରିଷଦ ପକ୍ଷରୁ ପ୍ରକାଶ ।

ତେଣୁ ଚଳିତବର୍ଷ ବଲାଙ୍ଗୀର ବହିହାଟ ହେବା ସମ୍ପର୍କରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026

You Might Also Like