-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||     

HOME   ଜିଲ୍ଲା

ସ୍ନେହ,ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ଯୁବକ ଯୁବତୀ

22-Feb-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ଦେଡ ବର୍ଷ ଧରି ମୋବାଇଲରେ ମିଠା ମିଠା କଥା ପରେ ଉଭୟେ ଉଭୟଙ୍କ ଭିତରେ ସ୍ନେହ ମମତା ବଡ଼ିବା ସାଂଗକୁ ଶେଷରେ ଜନ୍ମ ଜନ୍ମର ଜୀବନ ସାଥୀ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବା ଭଳି ଘଟଣା ଘଟିଛି ବିନିକା ଅଞ୍ଚଳରେ ।ଉଭୟେ ଯୁବକ ଯୁବତୀ ସୋନପୁର କୋଟରେ ରେଜିଷ୍ଟ୍ରି ମ୍ୟାରେଜ ହେବା ପରେ ଆଜି ବିନିକା ଥାନାକୁ ଆସି ଉଭୟେ ଉଭୟଙ୍କୁ ଫୁଲମାଳ ପିନ୍ଧାଇବା ଏବଂ ପରେ ପ୍ରେମିକ ପ୍ରେମିକା କପାଳରେ ସିନ୍ଦୂର ଟୋପା ଲଗାଇ ନିଜର ସାଥି ଭାବେ ଆପଣେଇଛି ।ଖବରରୁ ପ୍ରକାଶ ଯେ ବିନିକା ସହର ପାତିକାର ପଡ଼ା ନିବାସୀ ସତ୍ୟନାରାୟଣ ନାଏକଙ୍କ ଝିଅ ଶିଳ୍ପା ନାଏକ(୨୦)ଉପାସ ମନରେ ନିକଟସ୍ଥ ଯୋଗେଶ୍ୱର ମନ୍ଦିର ମହାଶିବରାତ୍ରୀ ଜାଗର ମେଳାକୁ ଯାଇ ପ୍ରଭୁ ଶିବଶମ୍ଭୁ ଓ ମାତା ପାର୍ବତୀଙ୍କ ଆଶୀର୍ବାଦ ପାଇଁ ଧ୍ୟାନରେ ଥିଲେ ।ଠିକ ସେତିକି ବେଳେ ସମ୍ବଲପୁର ଜିଲ୍ଲା ସିନ୍ଦୂରପଙ୍କ ଥାନା ଅଧୀନସ୍ଥ ରାସନପୁର- ତାଳପାଲି ନିବାସୀ ସୁରେଶ ନାଏକଙ୍କ ପୁଅ ଆକାଶ ନାଏକ (୨୧) ଅଚାନକ ସନ୍ଧ୍ୟାରେ ମନ୍ଦିରକୁ ଆସି ଯୁବତୀଙ୍କ ଧ୍ୟାନ ମଗ୍ନକୁ ନିରିଖି ଦେଖିବା ସହିତ ତା ପାଖେ ପାଖେ ରହିଥିଲା ।ବେଶ କିଛି ସମୟ ଅତିବାହିତ ହେଲା ପ୍ରଭୁଙ୍କ ମହାଦୀପ ଉଠିଲା । ଉଭୟଙ୍କ ଲକ୍ଷ ପଥ ସଫଳରେ ପ୍ରଭୁଙ୍କ କୃପା ବୋଧେ ରହିବାରୁ ପ୍ରେମିକ ବାହା ହେବାର ନର୍ଭର ପ୍ରତିଶ୍ରୁତି ଦେଇ ପ୍ରେମିକା ଶିଳ୍ପାକୁ ଏକ ମଟର ସାଇକେଲ ଯୋଗେ ନେଇ ଘରକୁ ଚଂପଟ ମାରିଥିଲା ।ଝିଅ ଘରକୁ ନ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।ହେଲେ ପାଇ ନଥିଲେ ।ତ୍ୱତ ଆରଦିନ ପ୍ରେମିକ ଆକାଶର ଦୁଇ ଜଣ କାକା ଝିଅ ଶିଳ୍ପାକୁ ଏକ ଟେମ୍ପୋ ଯୋଗେ ଆଣି ବିନିକା ମହାନଦୀ ପୋଲ ବିନିକା ପଟେ ଛାଡ଼ି ପକାଇବାକୁ ଉଦ୍ୟମ କରୁଥିଲେ ।ଏହି ସମୟରେ ଝିଅର ଅଜା ଓ କେତେକ ବ୍ୟକ୍ତି ଦେଖିବାରୁ ଅଟୋ ଗାଡ଼ି ସହ ସମସ୍ତଙ୍କୁ କାବୁ କରି ବିନିକା ଥାନାରେ ହାଜର ହୋଇଥିଲେ । ପୁଅର ପରିବାର ଝିଅକୁ ଗ୍ରହଣ ନକରିବା ଏବଂ ଗାଳିଗୁଲଜ କରିଥିବା ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପରେ ଉଭୟେ ଜୀବନ ସାଥି ହେବା ପାଇଁ ସ୍ଥିର କରିବା ପରେ ୨୧ତାରିଖ ସୋନପୁର କୋଟରେ ଯାଇ ରେଜିଷ୍ଟ୍ରି ବିବାହ ବନ୍ଧନରେ ବାନ୍ଧି ହେଲେ ।ଆଜି ଉଭୟେ ବିନିକା ଥାନାକୁ ଆସି ଦୁହେଁ ଦୁହିଙ୍କ ଠାରେ ଫୁଲମାଲ ପିନ୍ଧାଇ ଥିଲେ ।ପୁଅ ଆକାଶ ଝିଅର କପାଳରେ ସିନ୍ଦୂର ଲେପନ କରିଥିଲା ।ପରେ ଉଭୟେ ନବବଧୂ ଉପସ୍ଥିତ ପରିବାର ସଦସ୍ୟ ଙ୍କୁ ମୁଣ୍ଡିଆ ମାରିଥିଲେ ।ତେବେ ଆକାଶର କାକା ଧିରେଶ କୁମାର ନାଏକ ଉଭୟଙ୍କ ଦେଖାରେଖା ଓ ଦାୟିତ୍ଵ ନିର୍ବାହ ପାଇଁ ବିନିକା ଥାନାରେ ଲେଖି ଦେବାପରେ ଉଭୟ ନବବଧୁ ମୁହଁରେ ହସ ଫୁଟାଇ ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026

You Might Also Like