-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
11-Feb-2023
ବଲାଙ୍ଗିର (ପ୍ରେରଣା ଖବର) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନାରୀ ଶକ୍ତି ଫାଉଣ୍ଡେସନ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ଆଜି ଫେଲେରିଆ, ବ୍ରେଷ୍ଟ କେନସର, କାର୍ନିଭାଲ କେନସର, ମାସିକ ମହାମାରୀ ପ୍ୟାଡ ର ଠିକ୍ ଭାବେ ବ୍ୟବହାର ଏବଂ ତାର ସଠିକ୍ ଡିସପୋଜାଲ୍ ଉପରେ ସଚେତନତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ହୋମିଓପାଥିକ୍ ଡାକ୍ତର ଡ.ଲକ୍ଷ୍ମୀପ୍ରିୟା ସେଠୀ ଅତିଥି ଭାବରେ ଯୋଗ ଦେଇ ଦିବସର ବିଷୟବସ୍ତୁ ଉପରେ ସଚେତନ କରେଇ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ନାରୀ ଶକ୍ତି ଫାଉଣ୍ଡେସନ ବଲାଙ୍ଗିର ଶାଖାର ସମସ୍ତ ସଭ୍ୟା ସାମିଲ ହୋଇଥିଲେ l