-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2023
କଟକ: ୫ମ କଟକ ବଲ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ପ୍ରତିଯୋଗିତା ସ୍ଥାନୀୟ ବିଡାନାସୀ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ବାରବାଟୀ ବୁଲ ଦଳ
ଦ ଆଭେଲେନସ ଦଳକୁ ୨-୦ ସେଟ ପରାଜିତ କରି ଚଳିତ ବର୍ଷ ମଧ୍ୟ ଚମ୍ପିୟାନ ହୋଇଛି। ବିଜୟୀ ଦଳକୁ ସଙ୍ଘର ସମ୍ପାଦକ ଅଜୟ କୁମାର ସାହୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଲିଙ୍ଗରାଜ ପୃଷ୍ଟି,,ଏସଡି ରେହେମାନ,ପୁପୁନ ପଟ୍ଟନାୟକ ପରିଚାଳନା କରିଥିଲେ।