-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ପଦାରେ ପଡିଲା ମନ୍ତ୍ରୀ ଟୁକୁନୀ ସାହୁଙ୍କ ଅପାରଗତା... ଟିଟିଲାଗଡ କୋଲ୍ଡ ଷ୍ଟୋରେଜ ଚଳାଇବାକୁ ଖୋଜୁଛନ୍ତି ଘରୋଇକମ୍ପାନୀ

14-Jan-2023



ବଲାଙ୍ଗୀର, -ବଲାଙ୍ଗୀର ଜିଲ୍ଲାରେ ମୋଟ ଜନସଂଖ୍ୟାରେ ୭୩% ଲୋକ କୃଷିଉପରେ ନିର୍ଭରଶୀଳ । ରାଜ୍ୟସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତିକଥା ଚିନ୍ତା କରୁଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବଲାଙ୍ଗୀର ଜିଲ୍ଲାର ଚାଷୀ ସରକାରୀ ଅବହେଳାର ଶୀକାର ହୋଇ କେବଳ ମୁଣ୍ଡଟୁଙ୍ଗାରି ବସିଛନ୍ତି । ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି ଜିଲ୍ଲାର କ୍ୟାବିନେଟ ମନ୍ତ୍ରୀ ଥିବା ଟୁକୁନୀ ସାହୁଙ୍କ ଅପାରଗତାକୁ ନେଇ । ଟୁକୁନୀ ସାହୁ ଟିଟିଲାଗଡ ନିର୍ବାଚନମଣ୍ଡଳିରୁ ଗତ ୨୦୧୪ ମସିହାରୁ ବିଧାୟିକା ଭାବରେ ନିର୍ବାଚିତ ହୋଇ ଦୁଇଥର ହେଲା କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଦୁଖର ବିଷୟ ଯେ,ସେ ଟିଟିଲାଗଡରେ ଥିବା ଏକମାତ୍ର ସରକାରୀ ଶୀତଳଭଣ୍ଡାରକୁ ଚଳାଇବାରେ ବିଫଳ ହୋଇଛନ୍ତି । ୮କୋଟି ଟଙ୍କାରେ ନିର୍ମିର୍ତ ଏହି ଶୀତଳଭଣ୍ଡାର ଏବେ ଭୂତକୋଠି ପାଲଟିଛି । ଗତକାଲି ଜିଲ୍ଲାପରିଷଦ ବୈଠକରେ ବଲାଙ୍ଗୀର ଜିଲ୍ଲାର କୃଷିବିଭାଗର ଆଲୋଚନା କାଳରେ ଏହି କଥା ଉଠିଥିଲା । ବିଜେପିର ଜିଲ୍ଲାପରିଷଦ ସଦସ୍ୟ ଶିବଦତ୍ତ ମିଶ୍ର ଜିଲ୍ଲାରେ କେତେ ଶୀତଳଭଣ୍ଡାର ରହିଛି ଓ ସରକାରଙ୍କ କଣ ପ୍ରସ୍ତାବ ରହିଛି ବୋଲି ପ୍ରଶ୍ନ କରିଥିଲେ । ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ତାଙ୍କ ଉତ୍ତରରେ ବଲାଙ୍ଗୀର ସହରରେ କେବଳ ଦୁଇଟି ଘରୋଇ ଶୀତଳଭଣ୍ଡାର ରହିଥିବା କହିଥିଲେ । ସରକାରୀ ଭାବରେ ଥିବା ବଲାଙ୍ଗୀରର ଶିତଳଭଣ୍ଡାର ଗତ ୨୦୦୦ମସିହାରୁ ବନ୍ଦ ଥିବା ଓ ଟିଟିଲାଗଡର ଶିତଳଭଣ୍ଡାର ମଧ୍ୟ ଦୀର୍ଘବର୍ଷ ହେଲା ବନ୍ଦ ଥିବା

ଉତ୍ତର ଆସିଥିଲା । ବୈଠକରେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରୀ କହିଥିଲେ ଯେ, ଟିଟିଲାଗଡ ଶୀତଳଭଣ୍ଡାରକୁ ଚଳାଇବବାକୁ କୌଣସି ପ୍ରାଇଭେଟ ପାର୍ଟି ମଙ୍ଗୁୁ ନାହାଁନ୍ତି । କିଛି ସଭ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସରକାର କାହିଁଁକି ଶୀତଳଭଣ୍ଡାରକୁ ଚଳାଉ ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ ।  ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାରେ ଆଉ ୧୬ଟି ଛୋଟ ଛୋଟ ନୂଆ ଶୀତଳଭଣ୍ଡାର କରାଯାଉଥିବା ସୂଚନା ଦେଇଥିଲେ । କିନ୍ତୁ ଟିଟିଲାଗଡ ଶୀତଳଭଣ୍ଡାରକୁ ଚଳାଇବା କଥାକୁ ମନ୍ତ୍ରୀ କିମ୍ବା ଜିଲ୍ଲାପାଳ ସ୍ପଷ୍ଟ କରି ପାରିନଥିଲେ ।ଏହି ଶୀତଳଭଣ୍ଡାକୁ ଚଳାଇବାରେ ସରକାର ବିଫଳ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା । ଫଳରେ ଗତକାଲିର ଘଟଣାକୁ ନେଇ ଅନେକନେତା ଓ ଚାଷୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାଯାଇଛି । 
      ପ୍ରକଶ୍ୟ ଯେ, ଟିଟିଲାଗଡ ଅଞ୍ଚଳର ବାଳକୃଷ୍ଣ ବେହେରା ଏପିକଲ ଅଧ୍ୟକ୍ଷ ଥିବା ବେଳେ ଜିଲ୍ଲାର ପିଆଜ ଓ ଅନ୍ୟାନ୍ୟ ପନିପରିବା ଚାଷୀଙ୍କ ସୁବିଧା ପାଇଁ ୮କୋଟି ଟଙ୍କାର ବ୍ୟୟଅଟକଳରେ ଟିଟିଲାଗଡ ଚାହାଁରଭଟାରେ ଏକ ମେଗା ଶିତଳଭଣ୍ଡାର ନିର୍ମାଣ କରାଇଥିଲେ । ତାଙ୍କ ମୃତ୍ୟୁ ପରେ ଏଥିରେ ଅବ୍ୟବସ୍ଥା ଦେଖାଗଲା । ନିର୍ମାଣର ଅନେକଦିନ ପର୍ଯ୍ୟନ୍ତ ଏହା ଚାଲିପାରିଲା ନାହିଁ ।  ସ୍ଥନୀୟ ଲୋକଙ୍କ ଦାବି ପରେ ଏହାକୁ କିଛିବର୍ଷ ଚଳାଗଲା । କିନ୍ତୁ ଏହାକୁ ଚଳାଉଥିବା ଏଜେନ୍ସୀ ଓ ସରକାରଙ୍କ ମଧ୍ୟରେ ତାଲମେଳ ନରହିବାରୁ ପୁଣି ଏହା ବନ୍ଦ ପଡିରହିଲା । ଏବେ ଏହାର ବହୁମୂଲ୍ୟର ମେସିନ ସବୁ ଅଚଲ ରହି ନଷ୍ଟ ହୋଇଗଲାଣି । ଟୁକୁନୀ ସାହୁ ବିଧାୟିକା ହେଲା ପରେ ଅନେକଥର ଲୋକମାନେ ଏହି ଶୀତଳଭଣ୍ଡାରକୁ ଚଳାଇବାକୁ ଦାବି କଲେଣି । ଗତ ବର୍ଷ ଏକ ବୈଷୟୀକ ଟିମ ମଧ୍ୟ ଏଠିକି ପରିଦର୍ଶନରେ ଆସିଥିଲେ । ସରକାର ଏହାକୁ ଘରୋଇ ପରିଚାଳନାରେ ଛାଡିଦେବାକୁ ଚେଷ୍ଟା ଚଳାଇଛି । କିନ୍ତୁ କୌଣସି ଘରୋଇ ପାର୍ଟି ଆସୁନାହାଁନ୍ତି ବୋଲି କୁହାଯାଉଛି । ବ୍ୟୟବହୁଳ ନିର୍ମାଣ କରି ଶେଷରେ ଘରୋଇ କମ୍ପାନୀ ଖୋଜିବାକୁ ସରକାର ଲାଗିଥିବାରୁ କୃଷକମହଲରେ ଅସନ୍ତୋଷ ଦେଖାଦେଉଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ ଉପଖଣ୍ଡରେ ପ୍ରତିବର୍ଷ ହଜାର ହଜାର ଟନ ପିଆଜ ଓ ଅନ୍ୟାନ୍ୟ ପନିପରିବା  ଅମଳ ହୋଇଥାଏ । ଏହି ଅଞ୍ଚଳରେ ତାପମାତ୍ରା ଅଧିକ ରହୁଥିବାରୁ ପନିପରିବା ସଂରକ୍ଷନ ନକଲେ ପଚିଯିବାର ଆଶଂକା ରହିଥାଏ । ଟିଟିଲାଗଡ ଅଞ୍ଚଳରେ ବହୁଳ ପରିମାଣରେ ପିଆଜ ଅମଳ ହୁଏ ।  କିନ୍ତୁ ପିଆଜକୁ ସଂରକ୍ଷଣ ରଖାଯାଇପାରୁନଥିବାରୁ ପିଆଜ ଅମଳ ବେଳେ ଚାଷୀ କିଲୋ ପ୍ରତି ମାତ୍ର ୨ରୁ ୫ଟଙ୍କା ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି କରିଦେଇଥାନ୍ତି । କେତେକ ବ୍ୟବସାୟୀ ଏହି ଅଞ୍ଚଳର ଚାଷୀ ଙ୍କଠାରୁ କମଦରରେ ପିଆଜ କିଣି ଛତିଶଗଡ ରାଜ୍ୟରେ ଥିବା ଶୀତଳଭଣ୍ଡାରରେ ସଂରକ୍ଷିତ ରଖି ପୁଣି ଚଢାଦରରେ ଏହି ଅଞ୍ଚଳକୁ ଆଣି ବିକ୍ରି କରୁଛନ୍ତି । ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ ବ୍ୟବସାୟିମାନେ ଲାଭବାନ ହେଉଛନ୍ତି । ସେହିପରି ଟମାଟୋ ଓ ଅନ୍ୟାନ୍ୟ ପନିପରିବା ମଧ୍ୟ ସଂରକ୍ଷିତ ରଖିବାର ସୁବିଧା ନଥିବାରୁ ଚାଷୀ ମାନେ ହଇରାଣ ହେଉଛନ୍ତି । ଠିକାଦାରଙ୍କ ପ୍ରୀତିରେ ରହିଥିବା ମନ୍ତ୍ରୀ ଶ୍ରୀମତୀ ସାହୁ କୃଷକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ତେଣୁ ରାଜ୍ୟସରକାର ତୁରନ୍ତ ଏଦିଗରେ ଧ୍ୟାନ ଦେବାକୁ ଚାଷିମାନେ ଦାବି କରୁଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like