-+91-9937148622 |

prerana_bgr@rediffmail.com |

  Thursday 26th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||     

HOME   ଜିଲ୍ଲା

ଖଲିଆପାଲି ସ୍କୁଲରେ ହକି ଶୋଭାଯାତ୍ରା ଅନୁଷ୍ଠିତ 

14-Jan-2023



ବଲାଙ୍ଗିର(ପ୍ରେରଣା ଖବର)- ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱକପ ହକି କୁ ସ୍ମରଣୀୟ, ଲୋକପ୍ରିୟ ଓ ଏହାର ପ୍ରଚାରପ୍ରସାର କରିବା ପାଇଁ ହକି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପସାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟୀର ସଭ୍ୟ ସଭ୍ୟା ଓ ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସଭା ଅନୁଷ୍ଠିତ ହୋଇଥିଲା । ତତ୍‌ପରେ ସମସ୍ତଙ୍କ ସମାବେଶରେ ଖଲିଆପାଲି ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗୋଲି, ସଂଗୀତ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକ ଚନ୍ଦନ, ସଂଗୀତା ସାହୁ, ପୁରାତନ ଛାତ୍ରୀ ଜୟକୁମାରୀ ତାଣ୍ଡି ଓ ବିଦ୍ୟାଳୟ ପରିଚାଳନା କମିଟୀର ସଭ୍ୟ ସଭ୍ୟା ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026
  ଜିଲ୍ଲା  
ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   25-Mar-2026
  ଜିଲ୍ଲା  
ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   25-Mar-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   25-Mar-2026
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026
  ଜିଲ୍ଲା  
*ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   25-Mar-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   25-Mar-2026

You Might Also Like