-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ଗୁଡ଼ଭେଲା (ପଞ୍ଚାନନ ନାଏକ) ତୁଷୁରା ସହର ସ୍ଥିତ ମିନିଷ୍ଟାଡିୟମ ଠାରେ ଅଭିମନ୍ୟୁ ସାହୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦୃତୀୟ ଦିନରେ ରାୟଗଡା ଓ ସୋନପୁର ଜିଲ୍ଲାର ବିଏମ ପୁର ମଧ୍ଯରେ ଖେଳ ଅନୁଷ୍ଠିତ ହୋଇଥିଲା। ୧-୦ ଗୋଳରେ ରାୟଗଡା ଦଳ ବିଜୟୀ ହୋଇଥିଲେ। ଏହି ଖେଳରେ ଜିଲାପରିଷଦ ସଭ୍ଯ ରାମନିବାଶ ଅଗ୍ରୱାଲ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପ୍ରେରଣା ଖବର କାଗଜର ସାମ୍ବାଦିକ ପଞ୍ଚାନନ ନାଏକ, ସାମ୍ବାଦିକ ସୁନିଲ କୁମାର ଜୈନ, ମନୋଜ ଜୈନ,ପ୍ରକାଶ ପ୍ରଧାନ, ମନୀଷ ଅଗ୍ରୱାଲ, ବିନୋଦ ସୁନା ଓ ଶମ୍ଭୁପ୍ରସାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ରାୟଗଡା ଓ ତୁଷୁରାର ରାଜା ଫାଇଟର ମଧ୍ଯରେ ବୁଧବାର ଖେଳ ଅନୁଷ୍ଠିତ ହେବ ବୋଳି ଆଯୋଜକ କମିଟି ସଭାପତି ତଥା ତୁଷୁରା ଏନଏସିର ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ପ୍ରକାଶ କରିଛନ୍ତି।