-+91-9937148622 |

prerana_bgr@rediffmail.com |

  Sunday 22nd March 2026 |

| | | |

R.N.I. Regd No. ODIODI/2010/46693

Breaking News

୩ ଗଂଜେଇ ଚୋରାଚାଲାଣକାରୀଙ୍କ ଗିରଫ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      *ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   (21-Mar-2026)       ||      ବିଶ୍ୱ ପଖାଳ ଦିବସ ପାଳିତ   (21-Mar-2026)       ||      *ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   (21-Mar-2026)       ||      ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   (21-Mar-2026)       ||      ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   (20-Mar-2026)       ||      ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   (20-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   (20-Mar-2026)       ||      "ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   (20-Mar-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ, ଜିଲ୍ଲାକୁ ଯୋଗ ମୟ କରିବାକୁ ସଙ୍କଳ୍ପବଦ୍ଧ 

10-Jan-2023



ସୋନପୁର : ପତଞ୍ଜଳି ଯୋଗପୀଠ ହରିଦ୍ୱାର ଠାରେ ତିନିଦିନ ବ୍ୟାପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର ପ୍ରସାର ମୁଖ୍ୟ ମାଧ୍ୟମ ବୋଲି ବୈଠକରେ ଆଲୋଚନା ହୋଇଥିଲା l ପୂର୍ବ କାଳରେ ମୁନି ଋଷି ମାନେ ଯୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେଉଥିଲେ l ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ଯୁବା ଭାରତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ ଯୋଗ ଗୁରୁ ସ୍ଵାମୀ ରାମଦେବ । ଭାରତୀୟ ଶିକ୍ଷା ବୋର୍ଡ଼ ମାଧ୍ୟମରେ ଶିକ୍ଷାର ବିକାଶ ଏବଂ ଯୋଗ, ଯଜ୍ଞ, ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦ ମାଧ୍ୟମରେ ଶରୀରକୁ ସୁସ୍ଥ ନିରୋଗ ରଖିପାରିବା ବୋଲି ପ୍ରକାଶ କରିଥିଲେ l  ଜିଲ୍ଲାରେ ବିଭିନ୍ନ ଗ୍ରାମ ଓ  ଶିକ୍ଷାନୁଷ୍ଠାନରେ ଯୋଗର ପ୍ରସାର ହୋଇପାରିଛି l   ଜିଲ୍ଲାର ବିଭିନ୍ନ ସ୍ଥାନରେ  ଦୈନିକ ଯୋଗାଭ୍ୟାସ କରାଯାଉଛି l ଚଳିତ ବର୍ଷ 200ଟି ସ୍ଥାନରେ ଯୋଗକେନ୍ଦ୍ର ଖୋଲିବା ପାଇଁ ସ୍ୱାମୀଜୀଙ୍କ ପ୍ରସ୍ତାବକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ   l ଜିଲ୍ଲାରେ ରକ୍ତଦାନ ଶିବିର କୁ ବ୍ୟାପକ କରାଯାଇ ରକ୍ତ ଅଭାବ କୁ ଦୂର କରାଯିବ l ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଧାମାଧବ ବହିଦାର, ଗିରିଜା ଦେବୀ, ସ୍ୱୟଂ ପ୍ରକାଶ ମହାପାତ୍ର, ଅମୃତାଂଶୁ ପ୍ରଧାନ, କ୍ଷିତୀଶ ପଟ୍ଟନାୟକ, ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା, ସୁନୀଲ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ରଞ୍ଜନ ଦାସ, ବିଭୁ ପ୍ରସାଦ, ସୀତାକାନ୍ତ ପଣ୍ଡା, ନିବେଦିତା ପତିଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରଭାରୀ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
୩ ଗଂଜେଇ ଚୋରାଚାଲାଣକାରୀଙ୍କ ଗିରଫ କଲା ପୋଲିସ    21-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   21-Mar-2026
  ଜିଲ୍ଲା  
ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   21-Mar-2026
  ଜିଲ୍ଲା  
ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   21-Mar-2026
  ଜିଲ୍ଲା  
ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    21-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ   21-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ   21-Mar-2026
  ଜିଲ୍ଲା  
ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   21-Mar-2026
  ଜିଲ୍ଲା  
ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର   21-Mar-2026
  ଜିଲ୍ଲା  
ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026

You Might Also Like