-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ସୁବର୍ଣ୍ଣପୁର -10-01- ହକି ବିଶ୍ୱ କପ ର ପ୍ରୋତ୍ସାହନ ନିମନ୍ତେ ଆଜି ସୋନପୁର କଲେଜ ଠାରେ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର
ହୋତା ଙ୍କ ପରାମର୍ଶ ଓ ତାଙ୍କ ଉପସ୍ଥିତି ରେ ଏକ ବିଶାଳ ୱାକଥନ ରାଲି ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟ ର 400 ରୁ ଊର୍ଧ୍ୱ ଛାତ୍ର ଛାତ୍ରୀ, ଏନ ସି ସି କ୍ୟାଡେଟ ଏବଂ ସମସ୍ତ ଟିଚିଙ୍ଗ ନନ ଟିଚିଙ୍ଗ ଷ୍ଟାଫ ଏଥିରେ ଯୋଗ ଦେଇଥିଲେ l କଲେଜ ରୁ ରାଲି ଆରମ୍ଭ ହୋଇ କଚେରୀ ଛକ ଦେଇ ସହର ପରିକ୍ରମା କରିଥିଲା l ଏନ ସି ସି ଲେଫ୍ଟନେଣ୍ଟ ଅନନ୍ତ ନାରାୟଣ ଦାଶ, ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲl, କମଲ ହରିପାଳ, ଏମ ଲାକ୍ରା, ଡି କେ ମିଶ୍ର, କେ ସି ଭୋଇ, ରକି ବିଶ୍ଵାଳ, ଅରବିନ୍ଦ ସାହୁ, ରଞ୍ଜନ ମିଶ୍ର,ପ୍ରମୁଖ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସାମିଲ ଥିଲେ l