-+91-9937148622 |

prerana_bgr@rediffmail.com |

  Saturday 21st March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   (20-Mar-2026)       ||      ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   (20-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   (20-Mar-2026)       ||      "ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   (20-Mar-2026)       ||      ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   (20-Mar-2026)       ||      ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   (20-Mar-2026)       ||      ୨କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଇନୋଭା କାର ଜବତ, ୧ଗିରଫ    (20-Mar-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   (20-Mar-2026)       ||      ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   (20-Mar-2026)       ||      ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   (20-Mar-2026)       ||      ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   (20-Mar-2026)       ||      ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||     

HOME   ଜିଲ୍ଲା

ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ ରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଓ ବିଧାୟକ

10-Jan-2023



କଟକ / ସାଲେପୁର ହାଇସ୍କୁଲ  ୧୯୯୩ ବ୍ୟାଚ ବନ୍ଧୁ ମିଳନସମାବେଶ ରେକିଛି ସମୟ ପାଇଁ ଯୋଗଦେଇଥିଲେ  କେନ୍ଦ୍ରମନ୍ତ୍ରୀ । ଗତ ରବିବାର ଦିନ, ସାଲେପୁର ହାଇ ସ୍କୁଲର ୧୯୯୩ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଂଯୋଗ ବଶତଃ ସେହି ରାସ୍ତା ଦେଇ

ନିଜରଗନ୍ତବ୍ୟ ସ୍ଥଳ  କୁ  ଯାଉଥିଲେ  ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଉକ୍ତ  କାର୍ଯ୍ୟକ୍ରମରେକିଛି ସମୟ ପାଇଁ ତାଙ୍କୁ  ଦେଖିବାକୁ ମିଳିଥିଲା।ଏକ ସାଧାରଣ ବନ୍ଧୁ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି  ସେଠାକାର ବାତାବରଣ କୁ ଆହୁରି ସରଗରମ କରିବା ସହ କେନ୍ଦ୍ର ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରଳ ବ୍ୟକ୍ତିତ୍ଵ ର  ପରିଚୟ  ଦେଇଥିଲା  ବୋଲି ଆୟୋଜକବୃନ୍ଦ ପ୍ରକାଶ କରିଛନ୍ତି। ଗତ ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମାନ୍ୟବର ପ୍ରଶାନ୍ତ ବେହେରା ମଧ୍ୟ କିଛି କ୍ଷଣ ଅତିବାହିତ କରି ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଚିତ୍ତରଞ୍ଜନ ମୁଦୁଲି, ପ୍ରଶାନ୍ତ ସାମଲ, ପ୍ରଦୀପ୍ତ କର, ଚନ୍ଦ୍ରକାନ୍ତ ରାଉତ, ଜିତେନ୍ଦ୍ର ମହାନ୍ତି,ମୃତ୍ୟୁଞ୍ଜୟ ମଲ୍ଲିକ, ପ୍ରମୋଦ ସାହୁ, ସାଗରୀକା ଭୂୟାଁ, ଜ୍ୟୋତିର୍ମୟୀ ମହାପାତ୍ର, ଏସ. କେ ପୀର ମିନାର ବେହେରାବୟ ପ୍ରମୁଖ ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ

(କଟକ(ସାଲେପୁର) ରୁ ନାରାୟଣ ଭୂୟାଁ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   20-Mar-2026
  ଜିଲ୍ଲା  
ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   20-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   20-Mar-2026
  ଜିଲ୍ଲା  
"ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   20-Mar-2026
  ଜିଲ୍ଲା  
ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   20-Mar-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   20-Mar-2026
  ଜିଲ୍ଲା  
୨କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଇନୋଭା କାର ଜବତ, ୧ଗିରଫ   20-Mar-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   20-Mar-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   20-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   20-Mar-2026
  ଜିଲ୍ଲା  
ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   20-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    20-Mar-2026

You Might Also Like