-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜିରେ ବୈବାହିକ ପରିଚୟ ସମ୍ମିଳନୀ

09-Jan-2023



ବଲାଙ୍ଗୀର(ପ୍ରେରଣା ଖବର)  ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ପକ୍ଷରୁରୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସ୍ଥିତ ଓଁକାରମଲ୍ ଭବନଠାରେ ବୈବାହିକ ପରିଚୟ ସମ୍ମିଳନୀ ଅନୁଷ୍ଠିତ ହୋଯାଛି ।ଏହି ସମ୍ମିଳନୀରେ ବିବାହ ପାଇଁ ଇଛୁକ ଥିବା ୨୭୦ଜଣ ଯୁବକ ଓ  ୭୦ ଜଣ ଯୁବତୀ ନିଜ ନାମ ପଞ୍ଜିକରଣ କରିବା ସହ ନିଜ ନିଜ ସମ୍ପର୍କୀୟଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।  ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ଓଡିଶା ପ୍ରାନ୍ତ କମିଟିର  ଚେୟାରମେନ ସଂଜୟ କୁମାର ଅଗ୍ରୱାଲ (କଣ୍ଟାବାଞ୍ଜି), ପ୍ରଦେଶ ଅଧ୍ୟକ୍ଷ ଶ୍ରୱନ

କୁମାର୍ ଅଗ୍ରୱାଲ, ସଚିବ ଦିନେଶ ଅଗ୍ରୱାଲ , ଶମ୍ଭୁ ଗୋୟେଲ୍, ଚନ୍ଦନ ଅଗ୍ରୱାଲ, ମିଡ଼ିଆ ପ୍ରଭାରୀ ପଵନ୍ ଅଗ୍ରୱାଲ, ଜଗଦୀଶ ଜୈନ, ବିନୋଦ ଜୈନ, ପ୍ରକାଶ  ଗୋୟେଲ ,  ମହିଳାଶାଖା  ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲ, ଉତ୍କଳ ପ୍ରାଦେଶିକ ମାରୱାଡ଼ି  ସମ୍ମେଳନ ରାଜ୍ୟ ସଭାପତି ଗୋବିନ୍ଦ ଅଗ୍ରୱାଲ, ମହାସଚିବ ଦିନେଶ ଅଗ୍ରୱାଲ,  ବରିଷ୍ଠ ସଦସ୍ୟ ବିଜୟ କେଡିଆ ଆଦି  ଅତିଥି ଭାବରେ ଯୋଗଦେଇ ଥିଲେ ।  ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ, ମାରୱାଡ଼ି ଯୁବା ମଞ୍ଚ, ଜୈନ ସମାଜ, ଏବମ୍ କଣ୍ଟାବାଞ୍ଜି ର ପ୍ରାୟ ସମସ୍ତ ସାମାଜିକ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ପଦାଧିକାରୀ ଏହି ସମ୍ମିଳନୀରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    20-Mar-2026
  ଜିଲ୍ଲା  
ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   20-Mar-2026
  ଜିଲ୍ଲା  
*ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   19-Mar-2026
  ଜିଲ୍ଲା  
ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   19-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026
  ଜିଲ୍ଲା  
ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   19-Mar-2026
  ଜିଲ୍ଲା  
ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   19-Mar-2026
  ଜିଲ୍ଲା  
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   19-Mar-2026
  ଜିଲ୍ଲା  
ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   19-Mar-2026

You Might Also Like