-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
05-Jan-2023
ଆଜି ଲୋଇସିଂହା ଅବକାରୀ ବିଭାଗର ଏକ ଟିମ୍ ଚଢ଼ାଉ କରି ଲୋଇସିଂହା ବ୍ଳକ କୁଚେଇ ପାଲି ଓ ଉପର ବାହାଲ ଗାଁ ରୁ ୩୫ ଲିଟରବିଦେଶୀ ମଦ ଜବତ କରିବା ସହ ଦୁଇ ଜଣ ମଦ ବିକ୍ରେତା ଙ୍କୁ ଗିରଫ କରିଛି l
କସେଇପାଲି ର ଚନ୍ଦ୍ରମଣି ସାହୁ ଓ ଉପରବାହାଲା ଗାଁ ର ବଡ ପଟେଲକୁ ଲୋଇସିଂହା ଗିରଫ କରି କୋର୍ଟ ଚାଲାଣ କରିଛି l