-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଅବକାରୀ ବିଭାଗ ଓ ବଲାଙ୍ଗିର ସଦର ପେଟ୍ରୋଲିଂ ଟିମ୍ ର ମିଳିତ ସହଯୋଗରେ ଆଜି ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ସଲମା ପା ଲି ଗାଁ ପାଖ ଜଙ୍ଗଲ ରେ ଚଢାଉ କରାଯାଇ ପ୍ରାୟ ୫୦ ବସ୍ତା ମହୁଲ ପୋଚ ଜବତ କରାଯାଇଛି l ଏଥିସହ ମାଦକ ଦ୍ରବ୍ୟ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ l ଜବତ ମହୁଲର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି l ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ କାହାରିକୁ ଗିରଫ କରାଯାଇ ପାରି ନାହିଁ