-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଇଚ୍ଛାପଡା ଓ ଇନ୍ଦିରାନଗରରୁ ଜବରଦଖଲ ଉଚ୍ଛେଦ ମାମଲା.. ଘରଭଙ୍ଗା ନୋଟିସକୁ ନେଇ ନିର୍ବାହୀଅଧିକାରୀ-ପୌରକାଉନସିଲ ମୁହାଁମୁହିଁ

04-Jan-2023



ବଲାଙ୍ଗୀର-ବଲାଙ୍ଗୀର ସହରର ୬୦% ବସତି ସରକାରୀ ଜବରଦଖଲ ଜମି ଉପରେ ବସିଛି । ସରକାର ଜବରଦଖଳ ଉଚ୍ଛେଦ କରିବାକୁ ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ସୂର୍ଯନଗର,ବ୍ରାହ୍ମଣପଡା,ଫସଲାପତରି ଇତ୍ୟାଦି ଅଞ୍ଚଳରେ ଘରମାନେ ଭଙ୍ଗା ସରିଲାଣି । ଏବେ ଇଚ୍ଛାପଡା ଓ ଇନ୍ଦିରାନଗରରୁ ଜବରଦଖଳ ଉଚ୍ଛେଦ କରିବାକୁ ପ୍ରଶାସନ ଆଗେଇ ଆସିଛି । ଗତବର୍ଷ ମହାରାଣି ସାଗର ଉନ୍ନତିକରଣ  ଓ ଆଖପାଖ ଅଞ୍ଚଖରୁ ଜବରଦଖଲ ହଟାଇ ସୌନ୍ଦର୍ଯ୍ୟକରଣ କରିବାକୁ ବିଧାୟକ ନରସିଂହ ମିଶ୍ର ଶୀଳାନ୍ୟାସ କରିଥିଲେ । କିନ୍ତୁ ଜବରଦଖଲ ହଟାଇ ନାପରିବାରୁ କାମ ଆରମ୍ଭ ହୋଇନାହିଁ । ସ୍ଥାନୀୟ ଲୋକଙ୍କ ଜିଦ ମହାରାଣୀ ସାଗର ଭିତରୁ ପଙ୍କୋଦ୍ଧାର ନକରି ନକେବଳ ଉନ୍ନୟନ ନାମରେ ଅନୁଦାନ ହରିଲୁଟ୍ ଯୋଜନା ଚାଲିଛି । ଗରୀବ ଲୋକଙ୍କ ଘର ଭଙ୍ଗା ନଯାଇ ଯାହା ଉନ୍ନତିକରଣ କରାଯିବା କଥା କରାଯାଉ । ଏବେ କିଛି ପୂର୍ବରୁ କାଉନସିଲ ଗଠନ ପରେ ବଲାଙ୍ଗୀର ପୌରାଞ୍ଚଳରେ ପ୍ରସ୍ତାବ ମଧ୍ୟ ପାରିତ ହେଲା ଯେ,ଲୋକଙ୍କୁ ଉଚ୍ଛେଦ କରାନଯାଉ । କିନ୍ତୁ ବିଧାୟକଙ୍କ ଚାପରେ ପ୍ରଶାସନ ଘର ଭାଙ୍ଗିବାକୁ ବାରମ୍ବାର ନୋଟିସ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ମହାରାଣୀ ସାଗରର ଉନ୍ନୟନ କାମ ହୋଇପାରୁନଥିବାରୁ ବିଧାୟକ ଅସନ୍ତୋଷ ଝାଡୁଥିବା ବେଳେ ଆସନ୍ତା ଜାନୁୟାରୀ ୬ ତାରିଖରେ ବଲାଙ୍ଗୀର ଏକ୍ସନ କମିଟି ବଲାଙ୍ଗୀର ବନ୍ଦ ଡାକରା ଦେଇଛି । ତେଣୁ ପ୍ରଶାସନ ତରଫରୁ ଆଜି ପୌରନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡୀ ଆଜି କର୍ମଚାରୀଙ୍କୁ ସାଙ୍ଗରେ ନେଇ ଡାକବାଜି ଯନ୍ତ୍ରରେ ଘରଭାଙ୍ଗିବାକୁ ଘୋଷଣା କରାଇବା ସହ ୪୮ ଘଣ୍ଟାର ନୋଟିସ ଦେଇଛନ୍ତି । ଏହି ଘଟଣା ଜାଣିଲା ପରେ ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,ବରିଷ୍ଠ କାଉନସିଲର ଶମ୍ଭୁ ନାଗ ଓ ଅନ୍ୟାନ୍ୟ କାଉନସିଲର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ପୌରନିର୍ବାହୀଅଧିକାରୀ ବିରୋଧ କରିଥିଲେ । ଖୋଦ ପୌରାଧ୍ୟକ୍ଷା ଓ ପୌରଅଧିକାରୀ ଘରଭଙ୍ଗା ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ । ପୌରପରିଷଦକୁ ଅଣଦେଖା କରି ପୌରଅଧିକାରୀ ନୋଟିସ କରୁଥିବା ପୌରାଧ୍ୟକ୍ଷା ଲିକା ସାହୁ ଅଭିଯୋଗ କରି ପାଟିତୁଣ୍ଡ କରିଥିଲ । ଲୋକଙ୍କୁ ଭୟଭିତ କରି ଘରଭଙ୍ଗାଗଲେ ପରିଣତି ଭୟଙ୍କର ହେବ ବୋଲି ବରିଷ୍ଠ କାଉନସିଲର କହିଥିଲେ । ସ୍ଥାନୀୟ ଇଚ୍ଛାପଡା ଓ ଇନ୍ଦିରାନଗ୍ରର ଶହଶହ ମହିଳା ଘଟଣାସ୍ଥଳକୁ ଆସି ପାଟିତୁଣ୍ଡ କରିଥିଲେ । ଫଳରେ କିଛି ସମୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ନିର୍ବାହୀଅଧିକାରୀ ସେଠାରୁ କର୍ମଚାରୀଙ୍କୁ ନେଇ ଫେରିଆସିଥିଲେ । ମହାରାଣି ସାଗରର ଉନ୍ନତିକରଣ ନାମରେ ଇଚ୍ଛାପଡା ଓ ଇନ୍ଦିରାନଗରରେ ଘରଭାଙ୍ଗିବାକୁ ଦାବି କରି ଆସନ୍ତା ୬ ତାରିଖରେ ଏକ୍ସନ କମିଟି ବନ୍ଦ ଡାକରା ଦେଇଥିôବା ବେଳେ ଘରନଭାଙ୍ଗିବାକୁ ସ୍ଥାନୀୟ ଲୋକେ ମଧ୍ୟ ଉକ୍ତଦିନ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ତେଣୁ ସେହି ଦିନ ଏହି ଘଟଣାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଂକା କରାଯାଉଛି । ପ୍ରଶାସନ ସେଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like