-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ପଏଁରୀ ତିହାର-୨୦୨୩ ଉଦ୍‌ଯାପିତ : ଲୋକ ଗୀତ ଓ ଲୋକ ନୃତ୍ୟ ରେ ବିଭୋର ହେଲେ ଅଗଣିତ ଦର୍ଶକ

04-Jan-2023



ସୋନପୁର --ସୋନପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଟାନ ପଏଁରୀ ପକ୍ଷରୁ ଆୟୋଜିତ ତଥା ଭାରତ ସରକାର ଙ୍କ ସଂସ୍କୃତି ବିଭାଗ , ସଙ୍ଗୀତ ନାଟକ ଏକାଡାମି ନୂଆଁଦିଲ୍ଲୀ,ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଭୂବନେଶ୍ୱର,ଜିଲ୍ଲା ସଂସ୍କୃତିt ପରିଷଦ ସୁବର୍ଣ୍ଣପୁର ସହଯୋଗରେ ମଙ୍ଗଳବାର ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ଜତୀୟ ପାରମ୍ପାରିକ ଲୋକ ନୃତ୍ୟ ଓ ସଂଙ୍ଗୀତ ଉତ୍ସବ ପଏଁରୀ ତିହାର ୨୦୨୩ ଉଦଯାପିତ ହୋଇଯାଇଛି । ଏହି  ଅବସର ରେ ଉଦଘାଟନ ଦିନ ସକାଳୁ ମାଁ ସୁରେଶ୍ୱରୀ ମନ୍ଦିର ରୁ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହା ପରେ ଅନୁଷ୍ଠାନିକ ଭାବେ ପଏଁରୀ ତିହାର -୨୦୨୩ ର ଉଦଘାଟନ ହୋଇଥିଲା । ଏଥିରେ ଉଦଘାଟକ ଭାବେ ବିଶିଷ୍ଟ ଦଣ୍ଡ ମହର୍ଷି ବିପିନ ଜାଲ ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ପଏଁରୀ ର ଉପଦେଷ୍ଟା ଶ୍ରୀବସ୍ର ମଲ୍ଲିକ,ଅଭିମନ୍ୟୁ କୁଶଳ ଏହାକୁ ଉଦଘାଟନ କରିଥିଲେ । ଏହି ଉଦଘାଟନି ସଂନ୍ଦ୍ୟା ରେ ମୁଖ୍ୟ ଅତିଥି ଭାବେ ପୈାରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ .ସମ୍ମାନିତ ଅତିଥି ଭାବେ ନିଲାମ୍ବର ଶତପଥି ଯୋଗଦେଇ ଲୋକ କଳା କୁ  ପ୍ରସଂସା କରିଥିଲେ । ସେହିପରି ଦ୍ୱିତିୟ ସଂନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟ ଣ ଦାସ ଯୋଗଦେଇ ପଏଁରୀ ଅନୁଷ୍ଠାନ ଆଜି ଲୋକ କଳାକୁ ବିଶ୍ୱ ଦରବାର ରେ ପହଞ୍ଚାଇ ପାରିଛି ବୋଲି ପ୍ରସଂସା କରିଥିଲେ l ସେହିପରି ତୃତୀୟ ସନ୍ଧ୍ୟା ରେ  କଟାଂମାଳ ବିଧାୟକ ମହିଧର ରଣା ପିଡି ଡିଆରଡିଏ ନିହାର ରଞ୍ଜନ କଅଁର,କଲିକତା ର ସଂସ୍କାର ଭାରତିର ମୁଖ୍ୟ ନୀଳକଣ୍ଠ ରୋଏ ଯୋଗ ଦେଇ କଳାକାର ଙ୍କୁ ପୁରସ୍କୃତ କରିଥିଲେ l ନୃତ୍ୟ ଗୁରୁ ଡ.ମଞ୍ଜୁଶ୍ରି ପଣ୍ଡା  ଯୋଗ ଦେଇ ସାକ୍ଷାତ ଭଗବାନ ବି ସଂଗୀତ ପାଇଁ ଲାଳାୟିତ ବୋଲି ମତ ରଖି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ମରଣୀୟ ବୋଲି କହିଥିଲେ l ଏବଂ ପଏଁରୀ ବିନା କୌଣସି ନାରୀ ର ଆଭୂଷଣ ସମ୍ପୂର୍ଣ ନୁହେଁ ବୋଲି ଡଃ ପଣ୍ଡା କହିଥିଲେ l ପ୍ରତ୍ୟକ ସଂନ୍ଦ୍ୟାରେ ସଭାପତି ଲଡୁ କିଶୋର ମଲ୍ଲିକ ସଭାପତିତ୍ୱ କରୁଥିବା ବେଳେ ସମ୍ପାଦକ ଚୈଧୁରି ବିଭାର ସଭା ସଂଯୋଜନା କରିବା ସହ ବାର୍ଷିକ ବିବରଣି ପାଠ କରିଥିଲେ ।  ସୁଶାନ୍ତ ସାହୁ ଙ୍କ ସଂଯୋଜନା ରେ ସତୃଘନ ଲୁହା,ଶାଶ୍ୱତ ତ୍ରିପାଠି,ତ୍ରିଶୁଳ ଭଞ୍ଜା ,ବିରେନ ଜଗଦଲା ମୁସ୍କାନ ମଲ୍ଲିକ,ଲିପିକା ବିଭାର,ଚେତନା ବେହେରା, ହରିଓଁ କୁଶଲ,ସୁପ୍ରିୟା ଶର୍ମା,ଦେବାନନ୍ଦ ଦାଶ,ଜ୍ୟୋତିଶିଖା ଦାସ 
ପ୍ରମୁଖ ଲୋକ ସଙ୍ଗୀତ ପରିବେଶଣ କରିଥିବା ବେଳେ ସମ୍ପାଦକ ଚୈାଧୁରୀ ବିଭାରଙ୍କ ସଂଯୋଜନାରେ ହରୀ ୟାନା,ପଞ୍ଜାବ,ପଶ୍ଚିମବଙ୍ଗ ର ଛଉ ସହ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଲେକ ନୃତ୍ୟ ପରିବେଶଣ କରାଯାଇଥିଲା ।
ଏଥିରେ ଉପ ସଭାପତି ପ୍ରଫୁଲ୍ଲ  ନାୟକ,କଲଚରାଲ କୋଡିନେଟର ସନ୍ତୋଷ ମିଶ୍ର,କୋଷାଧକ୍ଷ ସୁଶାନ୍ତ ସାହୁ,ସହ ସମ୍ପାଦକ ପୃଥିରାଜ ବାଘ ,ସୈାମ୍ୟ ରଞ୍ଜନ ସେଠି , ବନମାଲି ମଲ୍ଲିକ,ଗୋପାଳ ମେହେର,ରାମ ମେହେର ପ୍ରମୁଖ ଙ୍କ ସହ ପଏଁରି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହେଯାଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like