-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଓଲମା ଗାଁ ଠାରେ ଆଦିବାସୀ ପରମ୍ପରା ର ଟୋକୀମରା ପର୍ବ ପାଳିତ ।

02-Jan-2023



କଳାହାଣ୍ଡି ,କୋକସରା(ତ୍ରିନାଥ ବେଶ୍ରl )
 ଆଦିବାସୀ ପରମ୍ପରା ଓ ପରିବେଶ ର ସମ୍ପର୍କର     ନିବିଡତା ପରବ ବଖାଣି ଥାଏ। ଶଙ୍ଖ,ଘଣ୍ଟ, ବାଜାରେ ମହକୁଛି ସାରା ପରିବେଶ ବାଡ଼ି ଧରି ନାଚୁଛନ୍ତି ଲୋକ ମାନେ, ଏଭଳୀ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଲମା ଗାଁରେ  ଚାଲିଛି ଟୋକୀମରା ପର୍ବ । ଆଦିବାସୀଙ୍କ ପର୍ବ ମଧ୍ୟରୁ ଏହା ଏକ ଭିନ୍ନ ପର୍ବ , ମାଟି ମା କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତି ୧୨ ବର୍ଷ ପୌଷ ମାସରେ କଳାହାଣ୍ଡି ଜିଲ୍ଲାର ଅନେକ ଗାଁରେ ପାଳନ ହୋଇଥାଏ ଟୋକୀମରା ପର୍ବ । ଆଖ ପାଖର ଆଦିବାସୀ ଙ୍କୁ ନିମନ୍ତ୍ରଣ କରି ପାଳନ କରାଯାଇଥାଏ ଏହି ଆଦିବାସୀ ଙ୍କ ଟୋକୀମରା ପର୍ବ । ଦେବାଦେବୀ ଙ୍କ ପାଖରେ ସମର୍ପଣ କରିବା ବୋଦାକୁ ଗାଁର ଜାନି ଏବଂ ପୂଝାରୀ ସମଗ୍ର ଗାଁକୁ ପରିକ୍ରମା କରାଇଥାନ୍ତି। ଏହା ପରେ ବୋଦା କୁ ପରବ୍ ଝାର ବା ପଡ଼ିଆ ଠାରେ ନିଆଯାଇଥାଏ।ସେଠାରେ ମାଟି ମା କୁ ଅର୍ପଣ କରାଯିବା ପରେ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀ ମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବାଜାର ତାଳେ ତାଳେ ନାଚି ପରବ ଝାରେ ଯାଇଥାନ୍ତି। ବିଶ୍ବାସ ରହିଛି ବୋଦାର ମାଂସ କୁ ନେଇ ଗାଁର ଇଷ୍ଟଦେବୀ ଜମିରେ ପୋତିଲେ ସମସ୍ତ ଙ୍କ ଦୁଃଖ କଷ୍ଟ ନିବାରଣ ହୋଇଥାଏ  ଓ ୧୨ ଵର୍ଷ  ଭଳ ଫସଲ ଅମଳ ହୋଇଥାଏ।

ପୁର୍ବରୁ ବୋଦା ଜାଗାରେ କୁଆଁରି କନ୍ୟାକୁ ବଳି ଦିଆଯାଉଥିବା କୁହାଯାଏ । ଏବେ ବୋଦାକୁ କୌଣସି ଏକ ଝିଅର ନାମ ଦେଇ ବଳି ଦିଆଯାଉଥିବାକୁହନ୍ତି। ଟୋକୀମରା ପର୍ବ ପର ଦିନ ପାଳିତ ହୁଏ ଧାଙ୍ଗଡି ଝୁଲା ଅର୍ଥାତ୍ ଖୁସୀର ଦିନ , ଗାଁର ବୈଜଷ୍ଟ ବ୍ୟକ୍ତି କିମ୍ବା ଧଙ୍ଗଡା ଧାଙ୍ଗଡି ଅର୍ଥାତ୍ ଝିଅ ବା ପୁଅକୁ  ଖଟରେ ବସାଇ ନିଆଯାଏ । ଏମିତି ଖୁସିରେ ଅତୀଥି ମାନଙ୍କୁ ଖଟରେ ବସାଇ ବାଜାର ତାଳେ ତାଳେ ନଚାଇ ଥାନ୍ତି ଗାଁର ଆଦିବାସୀ ମାନେ । ବିଶ୍ବାସ ରହିଛି  ଏହି ଦିନ କୌଣସି ଆଦିବାସୀ ପୁଅ ଯଦି ଆଦିବାସୀ ଝିଅର ହାତ ଧରିଥାନ୍ତି ତେବେ ସେମାନଙ୍କୁ  ସମାଜ ପତି ପତ୍ନୀ ର ମର୍ଯ୍ୟଦା ଦେଇଥାଏ ।କଳାହାଣ୍ଡି ଜିଲ୍ଲାର କୋକସରା , କଲମପୁର,ଜୟପାଟଣା, ଥୁଆମୂଲରାମପୁର, ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ପାଳନ ହୋଇଥାଏ ଏହି ଟୋକୀମରା
 ପର୍ବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like