-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2022
ରୁପ୍ରା ରୋଡ଼ (ସଞ୍ଜିବ ଦାସ)
ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁଯାୟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାରୋଡ ଠାରେ ୨୫ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବ ରେ ନର୍ଲା ପଞ୍ଚୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ନର୍ଲା ଜୋନ ୩ର ଜିଲ୍ଳା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗ ଦେଇ ଥିଲେ। ଅନୁଷ୍ଠାନ ର ସଭାପତି ଘନଶ୍ୟାମ ଭୋଇ,ସମ୍ପାଦକ ସଂଜୀବ କୁମାର ଦାସ ଉପସ୍ଥିତ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥୀ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ଗୁରୁଜୀ ସରୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ପବିତ୍ର ମୋହନ ଛୁରିଆ ବିବରଣୀ ପଠନ କରିଥିଲେ । ସଭାପତି ଘନଶ୍ୟାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।