-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2022
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି): ଗତ ବର୍ଷ ଖଗେଶ୍ୱର ଓ ତାରି ସ୍ତ୍ରୀ ଘରୋଇ ଗଣ୍ଡଗୋଳରେ ସ୍ତ୍ରୀ କୁ ପ୍ରବଳ ମାଡ଼ ମାରିବାରୁ ସେ ବାପ ଘରକୁ ଯେଣେ ତେଣେ ପଳା ଇବାରେ ସକ୍ଷମ ହୋଇ ବାପ ଘରକୁ ପଳାଇ ଥିଲେ କିନ୍ତୁ ସେଠାରେ ସ୍ତ୍ରୀ ର ମୃତୁ ହୋଇ ଥିଲା ତେଣୁ ଖଗେଶ୍ୱର କହିବା ମୁତାବକ ତାରି ସ୍ତ୍ରୀ କୁ ଶଶୁର ଘର ଲୋକେ ମାରି ଦେଇଛନ୍ତି l ଏଣୁ ପୁରୁଣାକଟକ ଥାନାରେ ଏତଲା ଦେଇଥିଲା ଏବଂ ସେଇ ଥାନାରେ ଖଗେଶ୍ୱର ର କଥା ନବୁଝି ଓଲଟା ଧମକ ଦେଉଥିବାରୁ ସେ ଏସପି କୁ ବାରମ୍ବାର ଭେଟି ଥିବା ପ୍ରକାଶ କରିଛି କିନ୍ତୁ ଆଜି ଯଦି ମୋର କଥା ଶୁଣାନଯାଏ ତାହେଲେ ଏସପି ଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବି ବୋଲି କହୁଥିବାର ଦେଖିବାକୁ ମିଳିଥିଲା l ତେଣୁ ସେ ବସ ରୁ ଅହ୍ଲାଇ ଅଭିନଵ ଭାବରେ ବେକରେ ନିଜ ସ୍ତ୍ରୀ ର ଫୋଟୋ ଓ ପୁଅର ଫୋଟୋ ଟାଙ୍ଗୀ ଷ୍ଟାଣ୍ଡ ରୁ ଚାଲି ଚାଲି ଏସପି ଅଫିସକୁ ଆସିଥିଲେ ଯେହେତୁ ତାଙ୍କର ଏକ ପୁତ୍ର ମଧ୍ୟ ଥିଲା କିନ୍ତୁ ପୁଅର ଯେହେତୁ ଆଗରୁ କୌଣସି କାରଣରୁ ସ୍ୱାଭାବିକ ମୃତ୍ୟୁ ହୋଇଯାଇଛି ତେଣୁ ଉଭୟଙ୍କ ଫୋଟୋ ବେକରେ ଟାଙ୍ଗୀ ଥିବାର ଦେଖିବାକୁ ମିଳିଥିଲା