-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ଭୁବନେଶ୍ୱର: ଦର୍ଶକଙ୍କୁ ମତୁଆଲା କରୁଛି ଓଡିଆ ଫିଲ୍ମ ପ୍ରତୀକ୍ଷା । ଫିଲ୍ମ ହଲ୍ ପୂରା ହାଉସଫୁଲ୍ । ପ୍ରତୀକ୍ଷାକୁ ଭଲ ରେସ୍ପଣ୍ଡ ମିଳୁଛି । ଡିସେମ୍ବର ୨ରେ ରିଲିଜ ହୋଇଥିଲା ପ୍ରତୀକ୍ଷା । ପ୍ରଥମ ଦିନରୁ ହାଉସଫୁଲ ରହୁଛି ସିନେମା ହଲ୍ ।
ସ୍ତୁଲି ଫିଲ୍ମ ହଲରେ ସବୁ ବୟସର ଲୋକଙ୍କୁ ଦେଖିବାକୁ ମିଳୁଛି । କଲେଜ ଛାତ୍ରଛାତ୍ରୀ ବି ଖୁବ୍ ଉତ୍ସାହର ସହିତ ଫିଲ୍ମଟିକୁ ଦେଖିବାକୁ ଆସୁଛନ୍ତି । ପାରିବାରିକ ମୂଲ୍ୟବୋଧ ଶିଖିବାରେ ଫିଲ୍ମ ସହାୟକ ହେବ ବୋଲି କହିଛନ୍ତି ଫିଲ୍ମର ଅଭିନେତା