-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ମହିଳା ଡି଼ଗ୍ରି ମହାବିଦ୍ୟାଳୟ ଏବଂ ଜୟପୁର ସାହିତ୍ୟ ପରିବାର ର ମିଳିତ ଆନୂକୂଲ୍ୟରେ ଏକ ୱେବ୍ -ସେମିନାର୍ ଆୟୋଜିତ ହେବାକୁ ଯାଉଅଛି । ଡେଭଲପମେଣ୍ଟ ଚ୍ୟାଲେଞ୍ଜେସ୍ ଇନ୍ ସେଡ୍ୟୁଲ ଏରିଆଜ୍ ଶୀର୍ଷକରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଉପଲକ୍ଷେ ଏକ ସମ୍ପାଦିତ ପୁସ୍ତକ ଉନ୍ମିଚିତ ହେବ । ଭାରତର ବିଭିନ୍ନ ରାଜ୍ୟରୁ ଗବେଷକ ଗଣ ଏହି ଆଭାସୀ ଆଲୋଚନାଚକ୍ର ରେ ଯୋଗ ଦେବେ । ଉତ୍ସୁକ ଅନିସନ୍ଧିତ୍ସୁ ଗଣ ଏଥି ନିମନ୍ତେ ନିଜର ଗବେଷଣାତ୍ମକ ସନ୍ଦର୍ଭ ପ୍ରେରଣ କରିପାରିବେ ବୋଲି ଆଜି ଏକ ପ୍ରେର୍ ବିବୃତ୍ତିରେ ଜୟପୁର ସାହିତ୍ୟ ପରିବାର କାର୍ଯ୍ୟକାରୀ ସମ୍ପାଦକ ଅରୁଣ କୁମାର ତ୍ରିପାଠୀ ସୂଚନା ଦେଇଅଛନ୍ତି ।