-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) ଦେଶର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ ସଂସ୍ଥା ଏମ୍ ଡି ଏଚ୍ ଶିଳ୍ପଦ୍ୟୋଗୀ ସଂସ୍ଥା ର ମାଲିକ ତଥା ଦେଶର ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ ମହାଶୟ ଧର୍ମପାଲ ଗୁଲାଟିଙ୍କ ଆଜି ଗୁରୁବାର ସକାଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ବିଶିଷ୍ଟ ଉଦ୍ୟୋଗୀ ତଥା ଧର୍ମପାଲଙ୍କ ବିୟୋଗରେେ ପ୍ରେରଣା ଖବର ତରଫରୁ ଗଭୀର ଶୋକ ପ୍ରକାଶ କରୁଛୁ।