-+91-9937148622 |

prerana_bgr@rediffmail.com |

  Monday 16th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ    (15-Mar-2026)       ||      "ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   (15-Mar-2026)       ||      ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   (15-Mar-2026)       ||      ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   (15-Mar-2026)       ||      ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   (15-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   (15-Mar-2026)       ||      ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      *ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳିତ*   (15-Mar-2026)       ||      ବନଦୁର୍ଗା ମହୋତ୍ସବ ଏପ୍ରିଲ ୭ ରୁ ୧୧ ମାଁ ପାଟଣେଶ୍ୱରୀଙ୍କୁ ନିଉତା   (15-Mar-2026)       ||      ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକରଣୀ ବୈଠକ   (15-Mar-2026)       ||      ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ   (15-Mar-2026)       ||      ଭାଙ୍ଗିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ   (15-Mar-2026)       ||      ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍♦️ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ   (15-Mar-2026)       ||      ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର    (15-Mar-2026)       ||     

HOME   ଜିଲ୍ଲା

ରକ୍ତ ଦାନ ଶିବିର ଅନୁଷ୍ଠିତ,୬୫ ୟୁନିଟ ରକ୍ତ ସଂଗ୍ରହ ।

07-Dec-2022



ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମାହେଶ୍ୱରୀ ସେନା ପକ୍ଷରୁ ସ୍ଥାନୀୟ ବଜରଙ୍ଗବାଲୀ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରା ମହୋତ୍ସବ ଅବସରରେ  ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ମୀନକେତନ ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ରକ୍ତ ଦାତା  ଯୋଗଦେଇ , ଯେପରି  ରକ୍ତ ଅଭାବରେ କୈାଣସି ବ୍ୟକ୍ତି ମୃତ୍ୟୁ ନହୁଏ ସେହି ଉଦ୍ଧେଶ୍ୟ ନେଇ ଆଜି ରକ୍ତ ଦାତା ମାନେ  ଆଗ୍ରହ ସହ ରକ୍ତ ଦାନ କରିଥିଲେ। ଏଥିରେ ୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଡ. ବିଶ୍ଵନାଥ ରଥ, ଡ. ପୈାରଭରାଜ ପଧାନ, ସୋନପୁର ବ୍ଳଡ ବେଙ୍କ କର୍ମଚାରୀ ଜଗତ ଦରୁଆନ,ଟିଟୁ ଭୋଇ, ଯୁଧିଷ୍ଠିର ନାଏକ, ବୁର୍ଲା ବ୍ଳଡ ବେଙ୍କ କର୍ମଚାରୀ ମଣ୍ଟୁ ପଧାନ, ଦେବାଶିଷ ମିଶ୍ର,ଜନକ ବେହେରା,ପଇନୁ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ ସହଯୋଗ କରିଥିଲେ। ମାହେଶ୍ୱରୀ ସେନାର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   15-Mar-2026
  ଜିଲ୍ଲା  
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   15-Mar-2026
  ଜିଲ୍ଲା  
ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
"ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   15-Mar-2026
ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   15-Mar-2026
  ଜିଲ୍ଲା  
ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   15-Mar-2026
  ଜିଲ୍ଲା  
ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   15-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   15-Mar-2026
  ଜିଲ୍ଲା  
ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   15-Mar-2026
  ଜିଲ୍ଲା  
ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   15-Mar-2026

You Might Also Like