-+91-9937148622 |

prerana_bgr@rediffmail.com |

  Monday 16th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ    (15-Mar-2026)       ||      "ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   (15-Mar-2026)       ||      ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   (15-Mar-2026)       ||      ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   (15-Mar-2026)       ||      ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   (15-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   (15-Mar-2026)       ||      ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      *ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳିତ*   (15-Mar-2026)       ||      ବନଦୁର୍ଗା ମହୋତ୍ସବ ଏପ୍ରିଲ ୭ ରୁ ୧୧ ମାଁ ପାଟଣେଶ୍ୱରୀଙ୍କୁ ନିଉତା   (15-Mar-2026)       ||      ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକରଣୀ ବୈଠକ   (15-Mar-2026)       ||      ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ   (15-Mar-2026)       ||      ଭାଙ୍ଗିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ   (15-Mar-2026)       ||      ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍♦️ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ   (15-Mar-2026)       ||      ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର    (15-Mar-2026)       ||     

HOME   ଜିଲ୍ଲା

କଟନୀ ଛଟନୀକୁ ବିରୋଧ କରି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଚାଷୀ କଲେ ରାସ୍ତା ଅବରୋଧ

07-Dec-2022



ବଲାଙ୍ଗିର/କଣ୍ଟାବାଞ୍ଜି (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଜି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଚାଷିମାନେ ତୁରେକେଲା କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଥିଲେ। ଅଭିଯୋଗ ଅନୁସାରେ ଧାନ ମଣ୍ଡିରେ ବିକ୍ରି କରିବାକୁ ନେଲେ ମିଲର୍ସ ମାନେ ଗୋଟିଏ ବସ୍ତା  ଧାନକୁ ୭ କେଜି କାଟୁଥିବା ବେଳେ ଚାଷୀମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏହି ବିଷୟରେ ଜାଣିବା ପରେ ମଙ୍ଗଳବାର ଦିନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଚାଷିମାନଙ୍କ ସହ ରାସ୍ତା ଅବରୋଧ କରିଥିଲେ । ସରକାର କଟନୀ ଛଟନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିଥିବା ବେଳେ ମିଲର୍ସଙ୍କ ମାନେ ତିଲେଁ ହେଲେ ଖାତିରି କରୁନଥିବା ଅଭିଯୋଗ ହେଉଛି। ବିଧାୟକ ଯେତେବେଳେ କଟନୀ ଛଟନି ଅଭିଯୋଗ କରିଛନ୍ତି ତେବେ ମିଲର୍ସ ମାନଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ଲୋକଲୋଚନରେ ମତ ପ୍ରକାଶ କରିଛନ୍ତି।ସକାଳୁ ଦିନ ଦ୍ବିପହର ପର୍ଯ୍ୟନ୍ତ ତୁରେକେଲା କଣ୍ଟାବାଞ୍ଜି ରାଜରାସ୍ତାରେ ଚାଷିମାନଙ୍କୁ ନେଇ ତୁରେକେଲା ସମବାୟ ସମିତି ଫ୍ଯାକ୍ସ ନିକଟରେ ବସିଥିଲେ, ପରେ କଣ୍ଟାବାଞ୍ଜି ତହସିଲଦାର ସମୀର ରଞ୍ଜନ ବେହେରା ରାସ୍ତା ଅବରୋଧ ସ୍ଥାନକୁ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିବା ସହ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ  ରାସ୍ତା ଅବରୋଧ କାରୀ ମାନେ ରାସ୍ତା ଛାଡ଼ି ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   15-Mar-2026
  ଜିଲ୍ଲା  
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   15-Mar-2026
  ଜିଲ୍ଲା  
ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
"ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   15-Mar-2026
ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   15-Mar-2026
  ଜିଲ୍ଲା  
ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   15-Mar-2026
  ଜିଲ୍ଲା  
ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   15-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   15-Mar-2026
  ଜିଲ୍ଲା  
ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   15-Mar-2026
  ଜିଲ୍ଲା  
ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   15-Mar-2026

You Might Also Like