-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଧର୍ମଗଡ଼ ତହସିଲଦାର ଓ ବିଡ଼ିଓ ଙ୍କୁ ଅଟକ ରଖିଲେ ଗ୍ରାମବାସୀ

11-Nov-2022



ଧର୍ମଗଡ_(କ୍ରିଷ୍ଣା ଦାସ ନାଏକ)
 ଗୋଚର ଜମି ଜବର ଦଖଲ ନେଇ ତଦନ୍ତ ରେ ଆସିଥିବା ଧର୍ମଗଡ଼ ତହସିଲଦାର ହରେ କୃଷ୍ଣ ବରିହା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଙ୍କୁ ଅଟକ ରଖିଥିଲେ ବେହେରା ଗ୍ରାମ ପଞ୍ଚାୟତ ଦଳସର୍ଗି ଗ୍ରାମବାସୀ  ।ସୂଚନା ଅନୁସାରେ ଗତ ଅକ୍ଟୋବର ୨୮ ତାରିଖ  ଶୁକ୍ରବାର ଦିନ ଦଲସର୍ଗି ଗ୍ରାମବାସୀ ତହସିଲଦାର  ଙ୍କ ନିକଟରେ  ଅଭିଯୋଗ କରିଥିଲେ ।ଦଲସର୍ଗି ର ୨୦ ଏକର ଗୋଚର ଜମି ରୁ ୧୮ ଏକର ରୁ ଅଧିକ ଜମି କୁ ବାଙ୍କୀମୁଣ୍ଡା ଗ୍ରାମର ବୈକୁଣ୍ଠ ଭରତିଆ ,ଧ୍ରୁବ ଚରଣ ଭରତିଆ, ଗୋଲାପୀ ଭରତିଆ,ଗୁଣନିଧି ଭରତିଆ ମିଳିତ ଭାବରେ ଅନାଧିକାର ଭାବରେ ଜବର ଦଖଲ କରି ଆସୁଛନ୍ତି । ସେହି ବାଟ ଦେଇ ଶ୍ମଶାନ ଭୂଇଁ, ଗାଧୁଆ ଘାଟ ଯିବାକୁ ପଡୁଥିବା ବେଳେ ଗ୍ରାମବାସୀ ଙ୍କୁ ରୋକଠୋକ ମନାକରିବା ସହ ଝଗଡା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗତବର୍ଷ ଧର୍ମଗଡ଼ ତହସିଲଦାର ଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ, ତହସିଲଦାର ନିଜେ ତଦନ୍ତରେ ଆସି ଉକ୍ତ ଗୋଚର ଜମି ରେ ୧୪୪ ଧାରା ଲଗାଇ ଲାଲ ପତାକା ଲଗାଇ ନିଷିଦ୍ଧ ଘୋଷଣା କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତିମାନେ ୧୪୪ ଧାରା କୁ ଅବମାନନା କରି ପୁଣି ଥରେ ଜବରଦଖଲ କରି ଗୋଚର ଜମିକୁ ଅକ୍ତିଆର କରିନେଲେ ।  ଏ ବିଷୟରେ ତହସିଲଦାର ଙ୍କୁ ଗ୍ରାମବାସୀ ପୁଣିଥରେ  ଅବଗତ କରିଥିଲେ ହେ ସେ କୌଣସି ପଦକ୍ଷେପ ନେଇଁ ନ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଜବର ଦଖଲ କରୁଥିବାରୁ ଗ୍ରାମବାସୀ ଅଧିଷ୍ଟ ହୋଇ ପୁଣି ଥରେ ତହସିଲଦାର ଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ର ୧୩ ଦିନ ପରେ ତହସିଲଦାର ହରେକୃଷ୍ଣ ବରିହା ଓ ବିଡ଼ିଓ  ଶରତ କୁମାର ସେଠୀ  ଦଲସର୍ଗି ସ୍ଥ ଉକ୍ତ ଗୋଚରଜମି ରେ ପହଞ୍ଚି ବେହେରା ଆର ଆଇ ଙ୍କ ଦ୍ଵାରା ଉକ୍ତ ଗୋଚର ଜମିକୁ ଡିମାର୍କେସନ ପାଇଁ ଆଦେଶ ଦେଇ ଫେରିଯିବାକୁ କରୁଥିବା ସମୟ ରେ ଗ୍ରାମର ଶତାଧିକ ମହିଳା ତଦନ୍ତକାରୀ ଅଫିସର ଦ୍ୱୟଙ୍କୁ ଅଟକ ରଖି ଥିଲେ । ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ଗ୍ରାମର ଗୋନ୍ତିଆ ଚିତ୍ତରଞ୍ଜନ ପୁଝରୀ,ପ୍ରଶାନ୍ତ ତିୱାରୀ ,ଭବେଶ ଗଈନ୍ତା ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ତହସିଲ ଦାର ଙ୍କୁ ଛାଡି ଦେଇ ବିଡ଼ିଓ ଙ୍କୁ ଦୀମାର୍କେସନ ସରିବା ପର୍ଯ୍ୟନ୍ତ ଅଟକ ରଖିଥିଲେ । ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ତହସିଲ ଅଫିସ ଘେରାଉ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like